କଳିଙ୍ଗାପାଟନମ୍-ଗୋପାଳପୁର ଦେଇ ଗତି କରିବ ଗୁଲାବ: ପବନର ବେଗ ସର୍ବାଧିକ ୯୫ କିମି ରହିପାରେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୋପାଳପୁରର ନିକଟତର ହେଉଛି ବାତ୍ୟା ଗୁଲାବ । ପାଣିପାଗ ବିଭାଗର ଅପଡେଟ ଯାହା ରହିଛି ଏବେ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗକୁ ୧୦୦କିଲୋମିଟର ଦୂରରେ ରହିଛି । ସେହିପରି କଳିଙ୍ଗପଟନମର ପୂର୍ବ ଓ ଉତ୍ତର ପୂର୍ବ ଦିଗକୁ 105 କିଲୋମିଟର ଦୂରରେ ରହିଛି ।24…