Browsing Tag

Cyclone updates

ଓଡିଶାକୁ ବାତ୍ୟା ଭୟ ନାହିଁ !

ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଥିବା ବେଳେ ବାତ୍ୟାର ରୂପ ନେଲେ କେଉଁଆଡ଼େ ମୁହାଁଇବ । ଏନେଇ ଆକଳନ କରିଛି ପାଣିପାଗ ବିଭାଗ । ଉତ୍ତର-ଆଣ୍ଡାମାନ ସାଗର ତତସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା…

ବାତ୍ୟା ଓ ଲ୍ୟାଣ୍ଡଫଲ କେଉଁ ସ୍ଥାନରେ ହେଵା ନେଇ ପ୍ରଶ୍ନ ଉପୁଜୁଥିବାବେଳେ ଏଭଳି ଉତ୍ତର ଦେଲେ ପାଣିପାଗ ବିଜ୍ଞାନୀ…

ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ ବାତ୍ୟା ସିଧାସଳଖ ଓଡ଼ିଶାରେ ମାଡ଼ ହୋଇନପାରେ । ତାଙ୍କ ଆକଳନ ଅନୁସାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇସାରିଛି । ଦକ୍ଷିଣ ବଙ୍ଗୋପସାଗରରେ ପ୍ରତିକୂଳ ପାଗ ଯୋଗୁ ୨୨ ତାରିଖ ପର୍ଯ୍ୟନ୍ତ ସେହି ଦକ୍ଷିଣ ବଙ୍ଗୋପସାଗରରେ ହିଁ…

ଭିନ୍ନ ଭିନ୍ନ ମଡେଲରେ ଭିନ୍ନ ଆକଳନ, କେଉଁଆଡେ ଯିବ ବାତ୍ୟା ? ମିଳିଲା ଏଭଳି ଉତ୍ତର

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା କୁଆଡ଼େ ଯିବ ? ଓ୍ଵିଣ୍ଡିର ଦୁଇଟି ମଡେଲ୍‌ରୁ ଭିନ୍ନ ଭିନ୍ନ ଆକଳନ ହେଉଛି । ବିଭିନ୍ନ ସମୟରେ ବଦଳୁଛି ସମ୍ଭାବ୍ୟ ବାତ୍ୟାର ଗତିପଥ । ଗତକାଲି ଉତ୍ତର ଓଡ଼ିଶାରୁ ପଶ୍ଚିମବଙ୍ଗ ଭିତରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ଓ୍ଵିଣ୍ଡିର ଦୁଇଟି ମଡେଲ୍‌ ପୂର୍ବାନୁମାନ…

ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ, ୨୪ ଘଣ୍ଟା ଭିତରେ ଲଘୁଚାପର ରୂପ ନେଇ ୪୮ ଘଣ୍ଟା ଭିତରେ ବାତ୍ୟାର ରୂପ ନେବ

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପର ରୂପ ନେବ । ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଟୁଇଟ୍ କରି ଏହି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତର-ଆଣ୍ଡାମାନ ସାଗାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ…

ଏହି ତାରିଖ ପରେ ରାଜ୍ୟରେ ବାତ୍ୟା ହେବାର ସମ୍ଭାବନା ନେଇ କହିଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏ ବ୍ୟାପିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ…

ବଢୁଛି ବାତ୍ୟାର ସମ୍ଭାବନା, ଆଜି ଅପରାହ୍ନରେ ଜରୁରୀ ବୈଠକ ଡାକିଲେ ସରକାର, ବାତିଲ୍ ହେଲା ସରକାରୀ କର୍ମଚାରୀଙ୍କ ଛୁଟି

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଗତକାଲିର ଘୁର୍ଣ୍ଣିବଳୟ ଆଜି ସକାଳ ୮.୩୦ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବ ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି । ତେଣୁ ଆଜି ଅପରାହ୍ନରେ ଜରୁରୀ ବୈଠକ ଡାକିଛନ୍ତି ସରକାର ।…

ସତରେ କ’ଣ ହେବ ବାତ୍ୟା ? ବିଭିନ୍ନ ମଡେଲର ଭିନ୍ନଭିନ୍ନ ଆକଳନ ନେଇ ଏବେ ପ୍ରଶ୍ନବାଚୀ

ବାତ୍ୟା ଆସିବ ନା ନାହିଁ। ବିଭିନ୍ନ ମଡେଲର ଭିନ୍ନଭିନ୍ନ ଆକଳନ। ଆଇଏମ୍‌ଡି ସ୍ପଷ୍ଟ କରି ୭ ଦିନ ଭିତରେ ବାତ୍ୟା ସମ୍ଭାବନା ନାହିଁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ଆମେରିକୀୟ ପାଣିପାଗ ମଡେଲ GFS ମୁତାବକ, ଆସନ୍ତା ୨୦ ତାରିଖ ବେଳକୁ ବାତ୍ୟା ସୃଷ୍ଟି ହେଉଛି। ୨୨ ତାରିଖ ବେଳକୁ ଘନୀଭୂତ ହୋଇ…