Browsing Tag

Cyclone updates

୯ରେ ବାତ୍ୟା ! ୪୦ରୁ ୫୦ କିମି ବେଗରେ ବହିବ ପବନ

୯ ତାରିଖରେ ବାତ୍ୟା ସମ୍ଭାବନା। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୬ତାରିଖରେ ଘୂର୍ଣ୍ଣିବଳୟ ହେବ। ୭ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ୮ତାରିଖରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ଏହାପରେ ଅବପାତ ଉତ୍ତର…

୮ରେ ଏହି ସ୍ଥାନରେ କରିବ ଲ୍ୟାଣ୍ଡଫଲ୍, ବାତ୍ୟା କାରଣରୁ ଓଡିଶାର ଏହି ସ୍ଥାନରେ ପଡିବ ପ୍ରଭାବ

ସମ୍ଭାବ୍ୟ ବାତ୍ୟା କାରଣରୁ ୧୦ ଓ ୧୧ ତାରିଖରେ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଟ୍ୱିଟ୍ ଜରିଆରେ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ପାଣିପାଗ ବିଭାଗର ସୂଚନା ଅନୁସାରେ, 'ଅବପାତ ଘନୀଭୂତ ହେଉଛି ।…

କ’ଣ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ କି ବାତ୍ୟା ସିତ୍ରାଙ୍ଗ? ଏ ନେଇ ଏଭଳି ଉତ୍ତର ଦେଇଛନ୍ତି ଭିନ୍ନ…

ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍‌ ନିକୋଲ୍‌ସଙ୍କ ଆକଳନ ଅନୁଯାୟୀ ଲ୍ୟାଣ୍ଡଫଲ କରିବା ପୂର୍ବରୁ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ସିତ୍ରାଙ୍ଗ। ସୋମବାର ରାତି କିମ୍ବା ମଙ୍ଗଳବାର ଭୋରରେ ବାଂଲାଦେଶର ବରିସାଲରେ ଲ୍ୟାଣ୍ଡଫଲ କରିବ ବାତ୍ୟା। ବର୍ତ୍ତମାନ ଏହା ବଙ୍ଗୋପସାଗରରରେ…

ବାତ୍ୟା ରୂପ ନେଲା ଅବପାତ, ବାଂଲାଦେଶ ମୁହାଁ ବାତ୍ୟା ‘ସିତ୍ରାଙ୍ଗ’

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ପରବର୍ତ୍ତୀ ସମୟରେ ଏହା ବାତ୍ୟା(ସିତ୍ରାଙ୍ଗ)ରେ ପରିଣତ ହୋଇଛି। ଏହି ବାତ୍ୟା ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଉତ୍ତରପୂର୍ବ ଦିଗ ଆଡକୁ ଗତି କରୁଛି। ରିପୋର୍ଟ ଲେଖାହେବା ସୁଦ୍ଧା ବାତ୍ୟାର ବେଗ…

ଆଗାମୀ ୧୨ ଘଣ୍ଟାରେ ବାତ୍ୟା !

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ଘନୀଭୂତ ହୋଇ ଆଜି ଗଭୀର ଅବପାତର ରୂପ ନେଇଛି । ଅବପାତ ଗତ ୬ ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୭ କିମି ବେଗରେ ଗତି କରିବା ସହ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ଗଭୀର ଅବପାତରେ ପରିଣତ ହୋଇଛି । ଆଗାମୀ ୧୨ ଘଣ୍ଟା ଯାଏ ନିଜ ଗତି ଦିଗ…

ସମ୍ଭାବ୍ୟ ବାତ୍ୟାକୁ ନେଇ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ କରାଯାଇଛି ବାରଣ

ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗକୁ ଦୃଷ୍ଟି ରଖି ଅକ୍ଟୋବର ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳ ଏବଂ ଚିଲିକାକୁ ଡଙ୍ଗାନେଇ ମାଛ ଧରିବାକୁ ଯିବା ପାଇଁ ନିଷେଧ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ…

ଅବପାତରେ ପରିଣତ ହେଲା ଲଘୁଚାପ; ୨୩ରେ ବଦଳିବ ଦିଗ, ୨୫ ସକାଳେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଛୁଇଁବ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଟି ଆଜି ଅବପାତରେ ପରିଣତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି। ପାଣିପାଗକେନ୍ଦ୍ରର ସୂଚନା ଅନୁସାରେ, ଆଣ୍ଡମାନ ସାଗର ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଅବପାତ ସୃଷ୍ଟି ହୋଇଛି।…

ଆଜି ଅବପାତର ରୂପ ନେବ ଲଘୁଚାପ, ଆସନ୍ତାକାଲି ରାତିରୁ ରାଜ୍ୟରେ ବର୍ଷା ଜାରି

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଅବପାତର ରୂପ ନେବ । ପ୍ରଭାବରେ ରାଜ୍ୟରେ କାଲି ରାତିଠୁ ବର୍ଷା ଆରମ୍ଭ ହୋଇଯିବ । ଏହାପରେ ୨୩ ତାରିଖରେ ଗଭୀର ଅବପାତ ଓ ୨୪ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହା ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି…

ପଶ୍ଚିମବଙ୍ଗ ଏବଂ ବାଲାଂଦେଶ ନିକଟରେ ମାଡ ହେବ ସମ୍ଭାବ୍ୟ ବାତ୍ୟା ! ଓଡ଼ିଶାରେ ୫୦ କିମି ବେଗରେ ବହିବ ପବନ

ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ । ଏସଆରସି ପ୍ରଦୀପ ଜେନା ଏନେଇ ଓଡିଶାବାସୀଙ୍କୁ ସତର୍କ ଏବଂ ଆଶ୍ୱସ୍ତ କରିଛନ୍ତି । ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆସନ୍ତାକାଲି ସୁଦ୍ଧା ତାହା ଅବପାତର ରୂପ ନେବ । ୨୩ ଅକଟୋବର ସୁଦ୍ଧା ତୀବ୍ର ଅବପାତର ରୂପ…

ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ ବାତ୍ୟା

ଓଡ଼ିଶା ଉପକୂଳ ପାଖ ଦେଇ ଯିବ ବାତ୍ୟା। ବିଦେଶୀ ପାଣିପାଗ ସଂସ୍ଥା ୱିଣ୍ଡ ଓ୍ଵିଣ୍ଡିର ଦୁଇଟି ମଡେଲ ଏହି ସୂଚନା ଦେଇଛି । ୟୁରୋପିଆନ୍‌ ମଡେଲ୍‌ ECMWFର ଆକଳନ ଅନୁଯାୟୀ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଲାଣ୍ଡଫଲ୍‌ କରିବ ବାତ୍ୟା। କିନ୍ତୁ ଏହା ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ। ସେହିପରି…