Browsing Tag

Cyclone sitang updates

ବାଂଲାଦେଶରେ ତାଣ୍ଡବ ରଚିଲା ବାତ୍ୟା ‘ସିତ୍ରାଙ୍ଗ’, ୭ ଜଣଙ୍କ ଗଲା ଜୀବନ, ୧୦୦ କିମି ବେଗରେ ଥିଲା ପବନ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ସିତ୍ରାଙ୍ଗ' ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ମଙ୍ଗଳବାର ଭୋର ସମୟରେ ବାଂଲାଦେଶରେ ସ୍ଥଳଭାଗ ଛୁଇଁଛି। ଗତକାଲି ରାତି ସାଢ଼େ ୯ଟାରୁ ସାଢ଼େ ୧୧ଟା ମଧ୍ୟରେ ବାତ୍ୟା ବାଂଲାଦେଶର ବରିଷଲ ନିକଟରେ ଉପକୂଳ ଅତିକ୍ରମ କରିଛି। ଏହି ସମୟରେ ପ୍ରବଳ ବର୍ଷା…