ବାଂଲାଦେଶ ମୁହାଁ ବାତ୍ୟା ‘ହାମୁନ୍’
ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଘନୀଭୂତ ହୋଇଛି । ଏହା ସୋମବାର ଗଭୀର ଅବପାତର ରୂପ ନେବ। ବାତ୍ୟାର ରୂପ ନେବା ପୂର୍ବରୁ ଦିଗ ବଦଳାଇବ। ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ ମୁହାଁ ହେବ ବାତ୍ୟା ହାମୁନ୍ । ୨୬ ତାରିଖରେ ସ୍ଥଳଭାଗ ଛୁଇଁବ ସମ୍ଭାବନା ରହିଛି। ସମାନ୍ତରାଳ ଭାବେ ଓଡ଼ିଶା…