ସକାଳ ୮ଟା ରେ ଲ୍ୟାଣ୍ଡ ଫଲ୍ କରିବ ଫନି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ସାମୁଦ୍ରିକ ଝଡ଼ ଫନି ଶୁକ୍ରବାର ସକାଳ ୬ଟାରୁ ୧୦ଟା ମଧ୍ୟରେ ପୁରୀରେ ଲ୍ୟାଣ୍ଡଫଲ୍ କରିବ । ଏହା ପ୍ରଭାବରେ ଓଡ଼ିଶା ସମେତ ଆନ୍ଧ୍ରପଦେଶ ଓ ପଶ୍ଚିମବଙ୍ଗରେ ପ୍ରବଳ ପବନ ବର୍ଷା ହେବ । ଓଡ଼ିଶାରେ ଏହାର ବିଶେଷ…