Browsing Tag

cyclone Fani

ବାତ୍ୟାର ୧୩ ଦିନ ପରେ ବି ଲାଇନ ଆସିଲାନି, ଜଗତସିଂହପୁରରେ ରାସ୍ତାରୋକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ଯୋଗୁ ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିଲା । ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପ୍ରାୟତଃ ସବୁ ସ୍ଥାନକୁ ବିଦ୍ୟୁତ ସଂଯୋଗ ଦିଆଯାଇଥିବା ବେଳେ ପୁରୀରେ ଆଜିଠାରୁ ବିଦ୍ୟୁତ ଯୋଗାଣ ଆରମ୍ଭ ହୋଇଛି ।…

ଫନୀକୁ ନେଇ ରାଜନୀତି, ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଓ ବିଜେପିର ଅଭିଯୋଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସରକାରଙ୍କ ବାତ୍ୟା ପରିଚାଳନାର ଚରମ ଅବ୍ୟବସ୍ଥା ପଦାରେ ପଡ଼ିଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ବାତ୍ୟା ପରବର୍ତ୍ତୀ ସମୟରେ ଥଇଥାନକୁ ନେଇ ରାଜ୍ୟ ସରକାର ମିଛ କହୁଛନ୍ତି ଓ ବାତ୍ୟାର ୧୦ଦିନ ପରେ ମଧ୍ୟ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ଦେବାରେ ସରକାର ସମ୍ପୂର୍ଣ୍ଣ ବିଫଳ…

ଫନି ଠାରୁ ନିଖୋଜ ଥିବା ବ୍ୟକ୍ତିର ହୋର୍ଡିଂ ତଳୁ ଗଳିତ ମୃତଦେହ ଉଦ୍ଧାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ଭୁବନେଶ୍ୱର ର ମାଷ୍ଟର୍ କ୍ୟାଣ୍ଟିନ୍ ଛକ ନିକଟରୁ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ସାଲିଆ ସାହିର କାର୍ତ୍ତିକ ରାଉତ । ସୂଚନା ଅନୁଯାୟୀ, କାର୍ତ୍ତିକ ମାଷ୍ଟର୍‌ କ୍ୟାଣ୍ଟିନ୍‌ ନିକଟରେ ଏକ ଚା’ ଦୋକାନ କରିଥିଲେ । ମାତ୍ର ବାତ୍ୟା ଫନି…

ଫନି କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ଘୋଷଣା କଲେ ରାଜ୍ୟ ସରକାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ‘ଫନି’ କ୍ଷୟକ୍ଷତିର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିବା ପରେ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତା କେବଳ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ପରିବାରଙ୍କୁ ପ୍ରଦାନ କରାଯିବ । ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି…

ଫନି ପ୍ରକୋପ ରେ ଉପକୂଳ ଓଡ଼ିଶା ଶ୍ରୀହୀନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ଫନି ର ପ୍ରକୋପରେ ଭୁବନେଶ୍ୱର, କଟକ ଓ ପୁରୀ ଧ୍ୱଂସବିଧ୍ଵଂସ ହୋଇଯାଇଛି । ବିଦ୍ୟୁତ ଖୁଣ୍ଟ ଓ ଟେଲିଫୋନ ଟାୱାର ଉପୁଡି ଯିବା ସହ ସମ୍ପୂର୍ଣ୍ଣ ସହର ଶ୍ରୀହୀନ ହୋଇଯାଇଛି ।

ଫେରିଲା ବାତ୍ୟା ଛାରଖାର କଲା ଭୁବନେଶ୍ୱର, କଟକ ଓ ପୁରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଦେଇ ଚାଲି ଯାଇଥିବା ବାତ୍ୟା ପୁଣିଥରେ ଫେରିଲା । ରଚିଲା ତାଣ୍ଡବ । ଭୁବନେଶ୍ୱର, କଟକ ଓ ପୁରୀ ର ବିଭିନ୍ନ ସ୍ଥାନରେ ବଡ଼ବଡ଼ ବୃକ୍ଷ ଉପୁଡିଯିବା ସହ ଅନେକ ଘର ଓ ଗାଡି ଉପରେ ମଧ୍ୟ ଗଛ ପଡିଥିବା ସୂଚନା ମିଳିଛି । ସେହିପରି ବାତ୍ୟାର ସୁ ସୁ ଶବ୍ଦ…

ଉଡିଗଲା ନୀଳଚକ୍ର ବାନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାମୁଦ୍ରିକ ଝଡ ଓଡ଼ିଶା ମୁହାଁ ହୋଇଥିବା ବେଳେ ପୁରୀ ଓ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଆଜି ସକାଳୁ ପବନ ଆରମ୍ଭ ହୋଇଯାଇଛି । ଏହା ଫଳରେ ପୁରୀ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ୫ ହାତ ଲମ୍ବର ବାନା ଉଡ଼ି ଯାଇଛି । ପୁରୀରେ ବାତ୍ୟା ‘ଫୋନି’ ସ୍ଥଳ ଭାଗ ଛୁଇଁବା…

ଶୁକ୍ରବାର ସ୍ଥଳଭାଗ ଛୁଇଁବ ଫୋନି, ଆଜି ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର ହେବେ ୭ ଲକ୍ଷ ଲୋକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ଫୋନି’ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପୁରୀ ନିକଟରେ ଲାଣ୍ଡଫଲ କରିବାର ଆଶଙ୍କା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଚାନ୍ଦବାଲି ଏବଂ ଗୋପାଳପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗକୁ ଛୁଇଁପାରେ । ବାତ୍ୟା ସ୍ଥଳଭାଗ…

୩୦ ବର୍ଷ ପରେ ମେ’ ମାସରେ ଓଡ଼ିଶାକୁ ଆସୁଛି ବାତ୍ୟା, ଜଣାନ୍ତୁ ପୂର୍ବରୁ କେବେ ହୋଇଥିଲା ବାତ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ଫୋନି’ ଏବେ ବାତ୍ୟାର ଭୟଙ୍କର ରୂପ ନେଇସାରିଛି । ଏହା ଓଡିଶା ଆଡକୁ ଖୁବ ଜୋରରେ ମାଡ଼ି ଆସୁଛି । ଏହା ପୂରୀ ଠାରୁ ୬୮୦ କିମି ଦୂରରେ ରହିଥିବା ବେଳେ ୩ତାରିଖ ଅପରାହ୍ନରେ ଏହା ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସୂଚନା…