Browsing Tag

Cyber ​​fraud in the name of IAS Usha Padhi

IAS ଉଷା ପାଢ଼ୀଙ୍କ ନାଁରେ ସାଇବର ଠକେଇ

ପରିବହନ ବିଭାଗ ପ୍ରମୁଖ ସଚିବ IAS ଉଷା ପାଢ଼ୀଙ୍କ ନାଁ ନେଇ ସାଇବର ଠକେଇ ହୋଇଥିବା ଉଦ୍ୟମ । ଏନେଇ 'ଏକ୍ସ'ରେ ଏକ ପୋଷ୍ଟ ମାଧ୍ୟମରେ ସେ ଡିଜିପିଙ୍କୁ ଜଣାଇଛନ୍ତି । ଉଷାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଟଙ୍କା ମାଗୁଛନ୍ତି ଠକ । ଏକ ଅଜଣା ହ୍ୱାଟ୍ସଆପରେ ତାଙ୍କ ଫଟୋ ବ୍ୟବହାର କରି ଠକେଇ ଉଦ୍ୟମ…