ଶୋଇଥିବା ବେଳେ ମୁଣ୍ଡ କାଟି ନେଇଗଲେ ଦୁର୍ବୃତ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ୱଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ତିଲେଇମାଲରେ ଏକ ବର୍ବର କାଣ୍ଡ ଘଟିଛି । ଜନୈକ ବ୍ୟକ୍ତି ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିବା ସହ ତାଙ୍କ ମୁଣ୍ଡ କାଟି ନେଇଯାଇଛନ୍ତି । ମୃତକ ଜଣକ ହେଲେ ସେହି ଗ୍ରାମର ସତ୍ୟନାରାୟଣ ମୁଣ୍ଡା ।…