ଦୂର ହେବ କଟକର ଜଳବନ୍ଦୀ ସମସ୍ୟା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଉ କଟକରେ ଜଳବନ୍ଦୀ ଭଳି ସମସ୍ୟା ସୃଷ୍ଟି ହେବନି । ଶୀଘ୍ର ଦୂର ହେବ କଟକବାସୀଙ୍କ ଏହି ସମସ୍ୟା । ପଟ୍ଟାନାଳଠାରୁ ମାତୃଭବନ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟରରୁ ଊର୍ଦ୍ଧ୍ବ ମୁଖ୍ୟନାଳକୁ ବକ୍ସ ଡ୍ରେନରେ ପରିଣତ କରାଯିବ । ଏଥିପାଇଁ ରାଜ୍ୟ ସରକାର ୪୫୦ କୋଟି ଟଙ୍କା…