ଦେଶବ୍ୟାପୀ ଡ୍ରାଇଭରଙ୍କ ଆନ୍ଦୋଳନ ନେଇ ପେଟ୍ରୋଲ ପମ୍ପରେ ଭିଡ଼
ନୂଆ କରି ହିଟ୍ ଆଣ୍ତ ରନ୍ ନିୟମ ପାଇଁ ପୂରା ଦେଶରେ ଟ୍ରକ ଡ୍ରାଇଭର ମାନଙ୍କର ଆନ୍ଦୋଳନ ଜାରି ରହିଛି । ଏହାକୁ ନେଇ ଦେଶବ୍ୟାପୀ ପେଟ୍ରୋଲ ପମ୍ପରେ ଭିଡ଼ ଦେଖିବାକୁ ମିଳିଛି । ସ୍ଥାନେ ସ୍ଥାନେ ଆମ୍ୱୁଲାନ୍ସ ମଧ୍ୟ ଅଟକି ରହିଛି । ଦେଶବ୍ୟାପୀ ଏହି ନିୟମ ବିରୋଧରେ ଟ୍ରକ ଡ୍ରାଇଭରମାନଙ୍କର ଆନ୍ଦୋଳନ…