ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ଆହତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସ୍ମାନ ଅଲୀଙ୍କ ପ୍ରମୁଖ ସହଯୋଗୀ ତଥା ଶାର୍ପ ସୁଟର ବାବୁ ସାହୁ ଓରଫ ଭବାନୀଶଙ୍କର ସାହୁ(୨୮) ସୋମବାର ଭୋର ସମୟରେ ଜିଲ୍ଲା ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍ ଓ ଟାଉନ ପୋଲିସ ର ଏନ୍କାଉଣ୍ଟର ର ଶିକାର ହୋଇଛନ୍ତି। ବାବୁଙ୍କ ଡାହାଣ ଗୋଡ଼…