ନାବାଳିକାଙ୍କୁ ବଲାତ୍କାର ପରେ ତଣ୍ଟି ଚିପି ହତ୍ୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନାବାଳିକାଙ୍କ ସୁରକ୍ଷା ପାଇଁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ 'ପରୀ ପାଇଁ କଥାଟିଏ'। ଏ ନେଇ ରାଜ୍ୟ ସରକାର ଓ ସ୍ଥାନୀୟ ପୋଲିସର ଉଦ୍ୟମ କ୍ରମେ ପ୍ରତି ଗ୍ରାମରେ ପରୀ ରଥ ଭ୍ରମଣ କରୁଛି। ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ…