Browsing Tag

crime branch

ଏସଡିଓଙ୍କ ବାସଭବନ ସମେତ ଚାରିଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଦ୍ୟୁତ୍ ବିଭାଗର ଏସଡିଓ ମହେଶ୍ୱର ସେଠୀଙ୍କ କେନ୍ଦୁଝର ସ୍ଥିତ ବାସଭବନ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ ଚାଲିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଭିଜିଲାନ୍ସର ୪ଟି ଟିମ୍ ଏକକାଳୀନ ମହେଶ୍ୱରଙ୍କ କେନ୍ଦୁଝର ସ୍ପଞ୍ଜ…

ଗୋଲ୍ଡେନ ବାବାଙ୍କ ସିକ୍ରେଟ ଚାମ୍ବର ରହସ୍ୟ ଖୋଲିବ କ୍ରାଇମବ୍ରାଞ୍ଚ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୁବଶୀଘ୍ର କ୍ରାଇମବ୍ରାଞ୍ଚ ଗୋଲ୍ଡେନ ବାବାଙ୍କୁ ନେବ ରିମାଣ୍ଡରେ । ଖୋଲିବ ଗୋଲ୍ଡେନ ବାବା ଓରଫ ଜ୍ୟାୋତି ରଂଜନ ବେଉରାଙ୍କ ସୁନା ଓ ରାଜନେତା ଲିଙ୍କର ଗୁମର । ସୁନା ବ୍ୟବସାୟୀ ରୁ ରାଜନେତା ହେବାର ସ୍ବପ ପର୍ଯ୍ୟନ୍ତ ସବୁକିଛିର କରିବ ଖୋଳତାଡ଼ । ବର୍ତ୍ତମାନ କମିଶନରେଟ…

ମେଡିକାଲ କଲେଜ ନାଁ ରେ ୧୦ କୋଟି ଠକେଇ, ତାମିଲନାଡୁରୁ ଅଭିଯୁକ୍ତ କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମେଡିକାଲ କଲେଜ ନାଁ ରେ ୧୦ କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ତାମିନାଡୁ କନ୍ୟାକୁମାରୀର ଜନସେନ ରାଜା (୫୪) । ସେ ସେଲବମ ଏଜୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ର ମ୍ୟାନଜିଂ ଟ୍ରଷ୍ଟି…