Browsing Tag

crime

ଭୁବନେଶ୍ୱରରେ ହେବ ସାଇବର ଓ ଅର୍ଥନୈତିକ ଥାନା

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭୁବନେଶ୍ୱରରେ ସ୍ୱତନ୍ତ୍ର ଭାବେ କମିସନରେଡ ପୁଲିସ ଥିବା ସତ୍ତେ୍ୱ ସାଇବର ଠକେଇ ରୋକିବାରେ ବିଫଳ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ସବୁଠାରୁ ଅଧିକ ସାଇବର ଠକେଇ ଘଟୁଛି । ସାଇବର ଅପରାଧକୁ ରୋକିବାରେ ପୋଲିସ ସମ୍ପୁର୍ଣ୍ଣ ଫେଲ୍ ମାରିଛି । ଭୁବନେଶ୍ୱରରେ…

ଜମିଜମା ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ: ୧୧ ଗୁରୁତର, ୧୩ ଆହତ

ମୋହନା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ମୋହନା ବ୍ଳକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଅଧିନ ବାହାଡାପଦା ଓ ବାଘମାରୀ ପଞ୍ଚାୟତ ଅଧିନ ବିଜିପୁର ଗ୍ରାମବାସୀଙ୍କ ମଧ୍ୟରେ ଜମିଜମା ବିବାଦକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ହୋଇ ଶେଷରେ ଧାରୁଆ ଅସ୍ତରେ ହଣାହଣି ପର୍ଯ୍ୟନ୍ତ କଥା ଯାଇଛି। ଯାହା…

୧. ୪ କେଜି ସୁନା ଅଳଙ୍କାର ସହ ବାଇକ୍ ଜବତ

ଗୁଣୁପୁର : ରାୟଗଡା ଜିଲ୍ଲା ଗୁଣୁପୁର ହଳଦିଆନାଳ ସମ୍ମୁଖରେ ଥିବା ଏସ୍ ଏସ୍ ଜୁୟେଲେରି ବ୍ୟବସାୟିଙ୍କ ଠାରୁ ୩ କେଜି ସୁନା ଓ ୨ ଲକ୍ଷ ଟଙ୍କା ଲୁଟା ଘଟଣାର ପର୍ଦାଫାସ କଲା ଗୁଣୁପୁର ପୋଲିସ। ୧ କେଜି ୪୦୦ ଗ୍ରାମ ସୁନା ଅଳଙ୍କାର ସହ ବାଇକ୍ ଜବତ ଏବଂ ଦୁଇ ଅଭିଯୁକ୍ତ ଗିରଫ କରିଛି ପୋଲିସ୍। ଗିରଫ…

ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ, ବଦଳିଲେ ଟ୍ୱିନସିଟି DCP

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । କଟକ ଡିସିପି ଥିବା ପ୍ରତୀକ ସିଂହଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତ କରାଯାଇଛି। ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି। ଭୁବନେଶ୍ୱର ଡିସିପି…

ଘରୁ ମିଳିଲା ବାପାମା’ ଓ ୧୫ ମାସ ଝିଅର ଝୁଲନ୍ତା ମୃତଦେହ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱରସ୍ଥିତ ଏକ ଭଡ଼ା ଘର ଭିତରୁ ମିଳିଛି ବାପାମା’ଙ୍କ ସମତେ ୧୫ ମାସ ଶିଶୁ କନ୍ୟାର ଝୁଲନ୍ତା ମୃତଦେହ। ମୃତକ ୩ ଜଣ ହେଲେ ତୁଷାର ରାଜେନ୍ଦ୍ର ଜଗତବ, ତାଙ୍କ ସ୍ତ୍ରୀ ନୀଲା…

ମାନସ ହତ୍ୟା ମାମଲା: ଜେଲ୍‌ରେ ଅଭିଯୁକ୍ତଙ୍କୁ ହେବ ଜେରା

ଭଦ୍ରକ : କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା । ଆଜି କ୍ରାଇମବ୍ରାଞ୍ଚ ଟିମ୍ ଭଦ୍ରକ ଉପକାରାଗାରରେ ଭାଗ୍ୟଧର ଓ ବିବେକକୁ ପଚରାଉଚରା କରିବ। ଏଥିପାଇଁ ଚାନ୍ଦବାଲି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ସେହିପରି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ କଳ୍ପନା ସାହୁଙ୍କ ନେତୃତ୍ୱରେ…

ବ୍ରାଉନ ସୁଗାର ଜବତ, ଦୁଇ ଅଟକ

ଜଗତସିଂହପୁର : ଜଗତସିଂହପୁର ଅବକାରୀ ବିଭାଗ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇ ଗୋଟି ସ୍ଥାନରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି । କିଛି ଦିନ ହେବ ଜିଲ୍ଲାରେ ଚୋରା ବ୍ରାଉନ ସୁଗାର ବେପାର ଅତ୍ୟଧିକ ମାତ୍ରାରେ ବଢ଼ିବାରେ ଲାଗିଛି । ଯାହାକୁ ନେଇ ପୋଲିସ ଓ ଅବକାରୀ ବିଭାଗ ପାଇଁ…

ଡେମୋ ଦେଖାଇଲା ଅଭିଯୁକ୍ତ ଶିବପ୍ରସାଦ ସାହୁ

କଟକ : ମାହାଙ୍ଗା କୁସୁପୁରୁ ଗଣ ହତ୍ୟା ଘଟଣାର କ୍ରାଇମ ରିକ୍ରିଏସନ । ଡେମୋ ଦେଖାଇବ ଅଭିଯୁକ୍ତ ଶିବପ୍ରସାଦ ସାହୁ । କେମିତି ୫ଜଣଙ୍କୁ ହାଣି କରିଥିଲା ହତ୍ୟା ? ମାହାଙ୍ଗା ଗଣସଂହାର ଘଟଣାରେ ଆଜି କ୍ରାଇମ ରିକ୍ରିଏସନ । ଅଭିଯୁକ୍ତ ଶିବ ପ୍ରସାଦ ସାହୁକୁ ପୁଲିସ ଘଟଣାସ୍ଥଳକୁ ନେଇ କ୍ରାଇମ…

ତାଲା ପକାଇ ଘରେ ନିଆଁ ଲଗାଇଦେଲା ଦୁର୍ବୁତ୍ତ; ଅଳ୍ପକେ ବର୍ତ୍ତିଲେ ଛଅ

ଭଦ୍ରକ : ଭଦ୍ରକ ସହରାଞ୍ଚଳ ଥାନା ଅଞ୍ଚଳରେ ଘରେ ତାଲା ପକାଇ ନିଆଁ ଲଗାଇଦେଲେ ଦୃବୁର୍ତ୍ତ। ନିଆଁ ଦାଉରୁ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ। ଅଗ୍ନିକାଣ୍ଡରେ ୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି। ପୂର୍ବ ଶତ୍ରୁତା ଲାଗି ରହିଥିବାରୁ, ଆକ୍ରୋଶ ମୂଳକ ଭାବେ…

ଶାବଳରେ ଭୁସି ଶ୍ୱଶୁରକୁ ହତ୍ୟା କଲା ବୋହୂ

ବାଲେଶ୍ୱର : ବାଲେଶ୍ଵର ରେମୁଣା ଥାନା ବଡପାଳ ପଞ୍ଚାୟତ କାକବରାଇ ଗ୍ରାମରେ ବୃଦ୍ଧଙ୍କୁ କରାଯାଇଛି ବିଭତ୍ସ ହତ୍ୟା । ବୃଦ୍ଧଙ୍କ ମୁଣ୍ଡକୁ ଶାବଳରେ ଭୁସି ହତ୍ୟା କରାଯାଇ ଥିବା ଅଭିଯୋଗ । ବୃଦ୍ଧ ଜଣକ ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟା କରିଛି ।…