Browsing Tag

Cricket

ଆଇପିଏଲ୍ ୨୦୨୨: ଟାଇଟଲ ବାଜିମାରିନେଲା ଗୁଜରାଟ

ଅହମଦାବାଦ : ଶେଷ ହୋଇଛି ଆଇପିଏଲ୍ ମହାଲଢେଇ। ଆଜି ପରସ୍ପର ସହିତ ମୁହାଁମୁହିଁ ହୋଇଥିଲେ ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ। ମ୍ୟାଚରେ ଟାଇଟଲ ବାଜି ମାରିନେଲା ଗୁଜରାଟ। ପ୍ରଥମ ଥର ପାଇଁ ଆଇପିଏଲରେ ସ୍ଥାନ ପାଇଁ ଗୁଜରାଟ ଟାଇଟନ୍ସ ଫାଇନାଲରେ ପ୍ରବେଶ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ଆଇପିଏଲ-୨୦୨୨: ଆଜି ଗୁଜରାଟ-ରାଜସ୍ଥାନ ମଧ୍ୟରେ ଫାଇନାଲ ଫାଇଟ

ଅହମ୍ମଦାବାଦ : ଆଜି ଆଇପିଏଲ୍ର ଫାଇନାଲ ଟକ୍କର। କିଏ ହେବ ଆଇପିଏଲ୍ ୨୦୨୨ର ଚାମ୍ପିଅନ୍। ଆଇପିଏଲ୍ରେ ପ୍ରଥମ ପ୍ରଦାର୍ପଣ କରିଥିବା ଗୁଜରାଟ ଟାଇଟନ୍ସ ନା ରାଜସ୍ଥାନ ରୟାଲ୍ସ । ଆଇପିଏଲ-୨୦୨୨ର ଫାଇନାଲ ଫାଇଟ । ରାତି ୮ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟ୍ରଫି ପାଇଁ ଗୁଜରାଟ…

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: ଘୋଷଣା ହେଲା ଭାରତୀୟ ଦଳ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି -୨୦ ସିରିଜ ପାଇଁ ଘୋଷଣା ହେଲା ଦଳ। ବିସିସିଆଇ ପକ୍ଷରୁ ଟୁଇଟ କରି ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳର ଅଧିନାୟକ ଦାୟିତ୍ବ କେ.ଏଲ୍ ରାହୁଲଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ରିଷଭ ପନ୍ତଙ୍କୁ ଉପ-ଅଧିନାୟକ କରାଯାଇଛି। ଦୀନେଶ…

ପୂର୍ଣ୍ଣ ଦର୍ଶକରେ ହେବ ବାରବାଟୀ ମ୍ୟାଚ

କଟକ : ବାରବାଟୀରେ ପୂର୍ଣ୍ଣ ଦର୍ଶକରେ ଅନୁଷ୍ଠିତ ହେବ ଟି-୨୦ ମ୍ୟାଚ୍ । ବିସିସିଆଇ ପକ୍ଷରୁ ପୂର୍ଣ୍ଣ ଦର୍ଶକରେ ମ୍ୟାଚ୍ ଆୟୋଜନ ପାଇଁ ଅନୁମତି ଦିଆଯାଇଛି । ଜୁନ୍ ୧୨ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ । ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ ପକ୍ଷରୁ…

ଆଇପିଏଲ୍-୧୫: ଟେବଲ୍ ଟପରେ ଗୁଜରାଟ

ମୁମ୍ବାଇ : ଚଳିତ ଆଇପିଏଲ୍ର ପଞ୍ଚଦଶ ସଂସ୍କରଣରେ ଗୁରୁବାର ୨୪ତମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଗୁଜରାଟ ଟାଇଟାନ୍ସ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସକୁ ୩୭ ରନ୍ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ ପାଇଥିବା ଗୁଜରାଟ ୪ ୱିକେଟ୍ରେ ୧୯୨ ରନ୍ କରିଥିଲା । ଏହାର ଜବାବରେ ରାଜସ୍ଥାନ ୯ଟି…

୨୫% ଦର୍ଶକଙ୍କୁ ନେଇ ଆଇପିଏଲ୍ ଖେଳାଯିବ

ମୁମ୍ବଇ: ମାର୍ଚ୍ଚ ୨୬ରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ଶ ସଂସ୍କରଣ ଆରମ୍ଭ। ଏହିଦିନ ମୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ଗତବର୍ଷର ଚମ୍ପିଆନ୍ ଚେନ୍ନଇ ସୁପର କିଙ୍ଗ୍ସ ଓ କଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। କୋଭିଡ୍ ସଂକ୍ରମଣ ଯୋଗୁଁ ୨୦୨୨ ଆଇପିଏଲ୍ର…

ଏଠି କ୍ରିକେଟ ମୁଦ୍ରାରେ ପୂଜା ପାଆନ୍ତି ଗଣେଷ, କ୍ରିକେଟ ପ୍ରେମୀଙ୍କ ଅଜବ ନିଶା

କ୍ରିକେଟ ଖେଳକୁ ନେଇ ଭାରତୀୟଙ୍କ ମଧ୍ୟରେ ଏକ ବିଶେଷ ଦୁର୍ବଳତା ଦେଖିବାକୁ ମିଳେ। କ୍ରିକେଟରମାନଙ୍କୁ ଏଠି ଭଗବାନ ଭଳି ବିଶ୍ୱାସ କରାଯାଏ। ହେଲେ ଭାରତରେ ଈଶ୍ୱରଙ୍କୁ ମଧ୍ୟ କ୍ରିକେଟ ଅବତାରରେ ପୂଜା କରାଯାଏ ବୋଲି କେବେ ଜାଣନ୍ତି କି ବା ଦେଖିଛନ୍ତି କି? ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର…