Browsing Tag

Cracks in the walls and floors of the srimandir Ratnabhandar

ଲେଜର ସ୍କାନିଂ ରିପୋର୍ଟ; ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥ ଓ ଚଟାଣରେ ଫାଟ

ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥ ଓ ଚଟାଣରେ ଫାଟ ରହିଛି। ଲେଜର ସ୍କାନିଂ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଦୁଇଦିନ ଧରି ଚାଲିଥିବା ଲେଜର ସ୍କାନିଂ ବୁଧବାର ଶେଷ ହୋଇଛି। ଭିତର ଓ ବାହାର ରତ୍ନଭଣ୍ଡାରର ବାହାର କାନ୍ଥରୁ ସ୍କାନିଂ କରାଯାଇଛି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା…