୩୧ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ବଢିଲା କୋଭିଡ ପ୍ରତିବନ୍ଧକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୩୧ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ବଢିଲା କୋଭିଡ ପ୍ରତିବନ୍ଧକ। ଜନସାଧାରଣଙ୍କ ସମାବେଶ ଉପରେ ରାତି ୧୨ଟାରୁ ୫ଟା ପର୍ଯ୍ୟନ୍ତ ଲୋକ ତଥା ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ରାଜ୍ୟ ସରକାର କହିଛନ୍ତି ।
ତେବେ ହୋଲିକା ଦହନ ଅବସରରେ ଏହି ରିହାତି…