Browsing Tag

Covide

ଭାରତରେ ଟିକାକରଣ କମାଇଛି ମୃତ୍ୟୁ ହାର : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ଭାରତରେ କରୋନା ମାମଲାରେ ଲଗାତାର ବୃଦ୍ଧି ଘଟୁଛି । ଦୈନିକ ଚିହ୍ନଟ ମାମଲା ୩ ଲକ୍ଷ ଉପରେ ରହିଛି । ଏହାରି ଭିତରେ ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାମ୍ୱାଦିକ ସମ୍ମଳନୀ କରି କହିଛି, ସାରା ବିଶ୍ୱ ବର୍ତ୍ତମାନ କରୋନାର ଚତୁର୍ଥ ଲହର ଦେଇ ଗତି କରୁଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ…

କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ରହିବେ ଉପସ୍ଥିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ କୋଭିଡ଼ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସୋମବାର ଅପରାହ୍ନ ସାଢେ ୫ଟାରେ ରାଜ୍ୟର କୋଭିଡ଼ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଏସିଏସ୍ ଆରେ, କେ ଶର୍ମାଙ୍କ ସହ ବରିଷ୍ଠ ଅଧିକାରୀମାନେ…

କୋଭିଡ୍ ନିୟମ ନ ମାନିଲେ ପାର୍ବଣରେ ସଂକ୍ରମଣ ବଢିବା ସମ୍ଭାବନା : DMET

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଭିଡ୍ ନିୟମ ନ ମାନିଲେ ପର୍ବ ପର୍ବାଣୀରେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି । ମୂର୍ତ୍ତି ଉଚ୍ଚତା ବଢିଲେ ସ୍ଥାପନ ଓ ସ୍ଥାନାନ୍ତରଣରେ ଅଧିକ ଲୋକ ନିୟୋଜିତ ହେବେ । ଯଦି ଏହିପରି ଆମେ କୋଭିଡ୍ ନିୟମ ନ ପାଳନ କରିବା ତେବେ ତୃତୀୟ ଲହର…

କୋଭିଡ ଟିକା ନେବାକୁ ମନା କଲେ ବାୟୁସେନାର ୯ଜଣ କର୍ମଚାରୀ: ଜଣେ ବହିଷ୍କୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ବାୟୁସେନା କୋଭିଡ ଟିକା ନେବାକୁ ମନା କରିବାରୁ ଜଣେ କର୍ମଚାରୀଙ୍କୁ ବହିଷ୍କୃତ କରିଥିବା ଘଟଣା କେନ୍ଦ୍ର ସରକାର ଗୁଜୁରାଟ ହାଇକୋର୍ଟଙ୍କୁ ଜଣାଇଛନ୍ତି। ଅତିରିକ୍ତ ସଲିସିଟର ଜେନେରାଲ ଦେବାଙ୍ଗ ବ୍ୟାସ ବୁଧବାର ବାୟୁସେନାର କରପୋରଲ ଯୋଗେନ୍ଦ୍ର…

ସ୍ନାନଯାତ୍ରା ନୀତିରେ ସାମିଲ ହେବାକୁ ଥିବା ୧୫୦ ସେବାୟତଙ୍କ କରୋନା ଟେଷ୍ଟ ଆଜିଠୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀଜିଉଙ୍କ ସ୍ନାନଯାତ୍ରା ନୀତିରେ ସାମିଲ ହେବାକୁ ଥିବା ସେବାୟତଙ୍କର ଆଜିଠାରୁ ହେବ କରୋନା ଟେଷ୍ଟ। ପ୍ରଥମେ ଦଇତାପତି ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବ। ଆଜି ଓ ଆସନ୍ତାକାଲି ଦଇତାପତି ସେବାୟତଙ୍କ କରୋନା ଟେଷ୍ଟ ହେବ। ଏହାପରେ ୨୯ ଓ ୩୦ ତାରିଖରେ ଗରାବଡ଼ୁ ନିଯୋଗ…