ଭୁବନେଶ୍ବର ୨୫ଟି ସ୍ଥାନରେ ହେବ କୋଭିଡ ଟେଷ୍ଟ
ପୁଣି ଚିନ୍ତା ବଢାଇଲାଣି କରୋନା । ରାଜ୍ୟରେ କରୋନା ସଂକ୍ରମଣ ଯେଭଳି ହାରରେ ବଢି ଚାଲିଛି ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ପିକ ଆଡକୁ ଯାଇପାରେ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଏମସି ପକ୍ଷରୁ ଭୁବନେଶ୍ବରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏଥିସହ ମଲ ଓ ଦୋକାନରେ ସାମାଜିକ ଦୂରତା…