ଆଜି ପୁଣି ୧୦.୮୫୬ ପଜିଟିଭ ଚିହ୍ନଟ
ଓଡ଼ିଶା ଫାଷ୍ଟ (ବ୍ୟୁରୋ):ଓଡ଼ିଶାରେ ଦୈନିକ କୋଭିଡ୍ ସଂକ୍ରମଣ ହାର ବିପଦ ସଙ୍କେତ ଅତିକ୍ରମ କଲାଣି । ରାଜ୍ୟରେ ଖୁବଶୀଘ୍ର ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଦିନକୁ ଦିନକୁ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।ପ୍ରତେକ ଦିନ ସଂକ୍ରମଣ ହାର ରେକର୍ଡ଼ ଭାଙ୍ଗିବାରେ…