Browsing Tag

Covid

କୋଭିଡ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କୋଭିଡ ମୃତକଙ୍କ ପରିବାରକୁ ମିଳିବ ଆର୍ଥିକ ଅନୁକମ୍ପାମୂଳକ ସହାୟତା ରାଶି । ପ୍ରତ୍ୟେକ ପରିବାରକୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ । ଏଥିପାଇଁ ମୃତକଙ୍କ ପରିବାର ପକ୍ଷରୁ ଆବେଦନ କରିବାକୁ ହେବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।…

କରୋନା ପାଇଁ ମାନସିକ ଚିନ୍ତାରେ ରହୁଛନ୍ତି କି? କରନ୍ତୁ ଏହି ସବୁ କାମ

ବନ୍ଧୁଗଣ ସାଧାରଣତ ମନୁଷ୍ୟ ଜୀବନରେ ଅନେକ ଘଟଣାମାନ ଘଟିଥାଏ । ଏହି ଘଟଣା ଦୁର୍ଘଟଣା ଓ କାମର ଚାପ ପାଇଁ ଅନେକ ଲୋକ ଚିନ୍ତାରେ ରହିଥାନ୍ତି। ତେବେ କରୋନା ଆରମ୍ଭ ହେବା ଦିନରୁ ଅଧିକ ମାତ୍ରାରେ ମାନସିକ ଚିନ୍ତା ବଢ଼ିଛି ବୋଲି ବିଭିନ୍ନ ଗବେଷଣାରୁ ଜଣା ପଡ଼ିଛି। ଏହାସହ ମାନସିକ ଚିନ୍ତା ବୃଦ୍ଧି…

‘ପୂଜା ପାଇଁ କରୋନା ବ୍ୟାପିଲେ ଦାୟୀ ରହିବେ ପୂଜା ଆୟୋଜକ’

ପାର୍ବଣ ଋତୁକୁ ନେଇ ଗଞ୍ଜାମ ଜିଲ୍ଲା ଧୀରେ ଧୀରେ ଚଳଚଞ୍ଚଳ ହେବାରେ ଲାଗିଛି । ପ୍ରଥମେ ଗଣେଶ ପୂଜା ଏବଂ ପରେ ଦୁର୍ଗା ପୂଜାକୁ ନେଇ ଗାଁ ଗାଁରେ ଉତ୍ସାହ ଦେଖିବାକୁ ମିଳିଛି । ଏଭଳି ସମୟରେ ପୂଜା ଆୟୋଜକଙ୍କୁ ଚେତାଇ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଜିଲ୍ଲାପାଳ…

ଅଧିକ ସମୟ ଧରି ମାସ୍କ ପିନ୍ଧୁଛନ୍ତି କି ?

କରୋନା ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ମାସ୍କ ପିନ୍ଧିବା ନିତ୍ୟାନ୍ତ ଆବଶ୍ୟକ। କିନ୍ତୁ ଦୀର୍ଘ ସମୟ ଧରି ମାସ୍କ ପିନ୍ଧିଲେ ମୁହଁ କୁଣ୍ଡେଇ ହେବା, ଦାନ ଦାନା ବାହାରିବା ସହ ଦାଗ ହୋଇଥାଏ। ତେଣୁ ଏସବୁ ସମସ୍ୟାକୁ ଦୂର କରିବା ପାଇଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ଆସନ୍ତୁ…

ତୃତୀୟ ଲହର ଆସିବା ଆଗରୁ ଜାଣିହେବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ତୃତୀୟ ଲହର ଆସିବା ପୂର୍ବରୁ ଆଗୁଆ ଜାଣି ହେବ। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଦ୍ୱିତୀୟ ଲହର ବମ୍ବେ ଓ ଦିଲ୍ଲୀରେ ଆସିବା ପରେ ଓଡ଼ିଶାକୁ ଆସିଥିଲା। ତେଣୁ ତୃତୀୟ ଲହର ମଧ୍ୟ ଓଡ଼ିଶାକୁ ଆସିବା ପୂର୍ବରୁ ଜାଣିହେବ ବୋଲି ଆଶା କରାଯାଉଛି। ତେବେ ତୃତୀୟ…

ଦେଶରେ ଡେଲ୍ଟା ପ୍ଲସ ଭେରିଆଣ୍ଟ ଆଣିପାରେ ତୃତୀୟ ଲହରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଡେଲ୍ଟା ପ୍ଲସ ଭେରିଆଣ୍ଟ ନେଇ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୮୦ ଦେଶରେ ଡେଲ୍ଟା ଓ ୯ ଦେଶରେ ଡେଲ୍ଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛି। ଭାରତ, ୟୁକେ, ୟୁଏସ, ଜାପାନ, ନେପାଳ, ଚୀନ, ପର୍ତ୍ତୁଗାଲ, ଋଷିଆ ଓ ସ୍ୱିଜରଲାଣ୍ଡରେ…

ECMO ବ୍ୟବହାର କାହିଁକି ବ୍ୟୟ ବହୁଳ ? ଜାଣନ୍ତୁ ଏହା କିପରି କାମକରେ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିକଟରେ ୩ ଜଣ ରୋଗୀ ବ୍ୟୟ ବହୁଳ ECMO ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଇଛନ୍ତି। ତେବେ ଏହାର ବ୍ୟବହାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ରୋଗୀର ରକ୍ତ ବାହାରକୁ ଆସି ତାକୁ ଯନ୍ତ୍ର ମାଧ୍ୟମରେ ଅକ୍ସିଜେନେସନ କରାଯାଉଛି । ପରେ…

ରାଜ୍ୟରେ ଆଉ ୫ କରୋନା ରୋଗୀ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ପାଖାପାଖି ୯ ହଜାର କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ଏଥିସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୦୭୩ରେ…

କୋଭିଡ ମୁକାବିଲା ପାଇଁ ସାମଗ୍ରୀ କିଣାରେ କୌଣସି ଦୁର୍ନୀତି ହୋଇ ନାହିଁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ମାସ୍କ କିଣିଛନ୍ତି। କୋଭିଡ ମୁକାବିଲା ପାଇଁ ସାମଗ୍ରୀ କିଣାରେ କୌଣସି ଦୁର୍ନୀତି ହୋଇ ନାହିଁ। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ…