କ୍ୟାପ୍ଟେନସିପ୍ ଏବଂ ଦଳରୁ ବିଦା ହେବା ପରେ ଦେଶ ସେବା କରୁଛନ୍ତି ଏହି କ୍ରିକେଟର
ଓଡ଼ିଶାଫାଷ୍ଟ (ବ୍ୟୁରୋ): ସୁରକ୍ଷା କରିଥାନ୍ତି। ସେମାନଙ୍କୁ ଦେଶର ପ୍ରକୃତ ନାୟକ ଭାବେ ଅଭିହିତ କରାଯାଏ। ସୀମାରେ ଯବାନ ମୁତୟନ ହୋଇଥିବା ଯୋଗୁ ଆମେ ଶାନ୍ତିରେ ଦେଶ ଭିତରେ ରହିପାରୁଛନ୍ତି। ଆଜିର ଯୁବକମାନେ ଯବାନମାନଙ୍କ କାହାଣୀ ଶୁଣି ସେନାରେ ଭର୍ତ୍ତି ହେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।…