Browsing Tag

Counterfeit medicine dealing cases; Case filed against 12 distributor firms

ନକଲି ମେଡିସିନ କାରବାର ମାମଲା; ୧୨ଟି ଡିଷ୍ଟ୍ରିବ୍ୟୁଟର ସଂସ୍ଥା ବିରୋଧରେ ମାମଲା ରୁଜୁ

ରାଜ୍ୟରେ ବେଧଡକ ଚାଲିଛି ନକଲି ମେଡିସିନ କାରବାର। ଗତ କିଛି ମାସ ଧରି ଏକାଧିକ ମେଡିସିନ୍ ଷ୍ଟୋରରେ ନକଲି ମେଡିସିନ୍ ଜବତ ହୋଇଥିବା ବେଳେ ଏବେ ଏ ଘଟଣାକୁ ସ୍ୱୀକାର କରିଛି ସ୍ୱାସ୍ଥ୍ୟବିଭାଗ। ଏ ନେଇ ପ୍ରେସ ବିଜ୍ଞପ୍ତି ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ। ଯେଉଁଥିରେ କୁହାଯାଇଛି, ବର୍ତ୍ତମାନ…