Browsing Tag

corona virus

ଦିଲ୍ଲୀରେ ବଢୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦିଲ୍ଲୀରେ କୋଭିଡ ସଂକ୍ରମଣ ପୁଣି ଥରେ ବଢ଼ିଛି । ବିଗତ ଏକ ସପ୍ତାହ ମଧ୍ୟରେ ସଂକ୍ରମଣ ବଢ଼ିବା ସହିତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । ବିଗତ ୧୩ ଦିନରେ ୩୪ ଜଣ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି ୯ ଦିନ…

ଦକ୍ଷିଣ କୋରିଆରେ କରୋନା ସ୍ଥିତି ଚିନ୍ତାଜନକ

ନୂଆଦିଲ୍ଲୀ : କରୋନା ସଂକ୍ରମଣର ଏବେ ଦକ୍ଷିଣ କୋରିଆରେ ତାଣ୍ଡବ ରଚିଛି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୯୦ ଲକ୍ଷ ଅତିକ୍ରମ କରିସାରିଛି । ଅର୍ଥାତ ୧୪ ଲକ୍ଷ ଲୋକ କେବଳ ୩ ଦିନ ମଧ୍ୟରେ ଚିହ୍ନଟ ହୋଇଛନ୍ତି । ଗତ ଗୁରୁବାର ଠାରୁ ଶନିବାର ମଧ୍ୟରେ ଦକ୍ଷିଣ କୋରିଆରେ ୧୪ ଲକ୍ଷ ନୂଆ କରୋନା ପଜିଟିଭ…

ଦେଶର ହୋଇଛି ଗୋଷ୍ଠୀ ସଂକ୍ରମଣ- ଡକ୍ଟର ହର୍ଷବର୍ଦ୍ଧନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେତେକ ରାଜ୍ୟର କିଛି ନିର୍ଦ୍ଦିଷ୍ଟ ଜିଲ୍ଲାରେ କୋଭିଡ୍‌-୧୯ ଭୂତାଣୁର ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ। କିନ୍ତୁ ସାରା ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।…

ଆଜି ଭୁବନେଶ୍ୱରରୁ ୨୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩୧୩ ସୁସ୍ଥ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରଜ୍ୟ ସହିତ ରାଜଧାନୀରେ ମଧ୍ୟ କରୋନା ସ୍ଥିତି ସୁଧୁରୁଛି। ଆଜି ଭୁବନେଶ୍ୱରରେ ୨୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୧୩ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ତେବେ ଆଜି ଚିହ୍ନଟ ହୋଇଥିବା…

ଭୟଙ୍କର ତଥ୍ୟ ଦେଲା ‘ହୁ’ , କରୋନା ବାୟୁ ବାହିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ତର୍ଜମା ପରେ ମହାମାରୀ କରୋନା ଭାଇରସ ବାୟୁବାହିତ ବୋଲି ସ୍ୱୀକାର କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)। ଏହାର ଅର୍ଥ କରୋନା ଭୂତାଣୁ ବାୟୁ ଦ୍ୱାରା ମଣିଷଙ୍କ ଶରୀରରେ ପ୍ରବେଶ କରିବା ଆଶଙ୍କା ରହିଛି। ହୁ’ର ଏହି ସୂଚନାପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ…

କରୋନା ମୁକାବିଲା ପାଇଁ ୩ମାସର ଦରମା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମୁକାବିଲା ପାଇଁ ୩ମାସର ଦରମା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଅନ୍ୟ ମାନଙ୍କୁ ମଧ୍ୟ ସାହାଯ୍ୟ କରିବାଜୁ ମୁଖ୍ୟମନ୍ତ୍ରୀ କହିବା ପରେ, ବିଜେଡି ଦଳର ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା କହିଛନ୍ତି, ବର୍ତ୍ତମାନର ସବୁଠୁ…

କରୋନା ଭାଇରସ: ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୧୩୧, ୫୩୦୦ରୁ ଅଧିକ ଆକ୍ରାନ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଭାଇରସ ଦିନକୁ ଦିନ ମରାତ୍ମକ ହେଉଛି । ଚୀନରେ ଏଯାଏଁ ୧୩୧ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୫୩୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୮୪୦ ଜଣଙ୍କ ନିକଟରେ କୋରନା ଭାଇରସ ଥିବା ଚିହ୍ନିତ କରାଯାଇଛି । ଚୀନରେ…