ଆଉ ୧୦ ଦିନ ପରେ ବଜାରକୁ ଆସିବ କରୋନା ଟୀକା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ଯୋଗୁଁ ସାରା ବିଶ୍ଵ ଆତଙ୍କିତ । ଭାରତରେ ଅକ୍ଟୋବର -ନଭେମ୍ବର ବେଳକୁ ଟୀକା ଉଦ୍ଭାବନ ହେବ ବୋଲି ଆଶା କରାଯାଉଛି । ଏହି ସ୍ଥିତିରେ ରୁଷରୁ ଆସିଛି ଏକ ଆଶ୍ଵସ୍ତିକର ଖବର । ଆସନ୍ତା ଅଗଷ୍ଟ ୧୦ ତାରିଖ ସୁଦ୍ଧା ବଜାରକୁ କରୋନା ଟୀକା ଆସିଯିବ ବୋଲି ରୁଷ ଦାବି…