Browsing Tag

corona vaccine

ଟୀକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ

ଟୀକାକରଣ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ । ଦେଶରେ ୨୦୦ କୋଟି ପାର କଲା କରୋନା ଟୀକାକରଣ । ଯାହା କୋରୋନା ବିରୋଧି ଲଢେଇରେ କେନ୍ଦ୍ର ସରକାରଙ୍କ ଏକ ବଡ ଉପଲବ୍ଧି । ୧୮ ମାସ ମଧ୍ୟରେ ୨ଶହ କୋଟି ଟୀକାକରଣ ପାର କରିଛି ଭାରତ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ…

ରାଜ୍ୟରେ ୭ କୋଟି ମୁହାଁ କରୋନା ଟିକାକରଣ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ କରୋନା ଟିକାକରଣ ୭ କୋଟି ମୁହାଁ ହୋଇଛି । ବର୍ତ୍ତମାନ ସୁଦ୍ଧା ୨୪ ପ୍ରତିଶତ ପ୍ରତିଷେଧାତ୍ମକ ପାନ ନେଇଛନ୍ତି। ସଂକ୍ରମଣ ଭୟ କମିଥିବାରୁ ବହୁ ଲୋକ ପ୍ରତିଷେଧାତ୍ମକ ପାନ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। ପରିବାର କଲ୍ୟାଣ ବିଭାଗ ନିର୍ଦେଶକ…

କୋଭିସିଲ୍ଡ ସମୟ ବ୍ୟବଧାନ ହ୍ରାସ କଲା ଏନ୍ଟିଏଜିଆଇ

ନୂଆଦିଲ୍ଲୀ : କୋଭିଡ୍ ଟିକା ‘କୋଭିସିଲ୍ଡ୍’ର ଦୁଇଟି ଡୋଜ୍ ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କଲା ଏନ୍ଟିଏଜିଆଇ । ସେ ୮ରୁ ୧୬ ସପ୍ତାହକୁ ହ୍ରାସ କରିଛି । ପ୍ରଥମ ଟିକାକରଣ ଆରମ୍ଭ ସମୟରେ ଦୁଇଟି ଡୋଜ୍ ମଧ୍ୟରେ ସମୟ ବ୍ୟବଧାନ ୬ରୁ ୮ ସପ୍ତାହ ଧାର୍ଯ୍ୟ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହା…

୧୦ସୁଦ୍ଧା ସମସ୍ତ ଜିଲ୍ଲାର ଟିକାକରଣ ସମ୍ବନ୍ଧୀୟ ରିପୋର୍ଟ ହେବ ହସ୍ତଗତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଆଗାମୀ ୧୦ଦିନ ଭିତରେ କୋଭିଡ୍ ଭ୍ୟାକ୍ସିନ୍ ପ୍ରଦାନ କରା ଯାଇପାରେ ବୋଲି ଘୋଷଣା କରିବାପରେ ଓଡ଼ିଶା ସରକାର ତତ୍ପରତା ପ୍ରକାଶ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ଟୀକା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛନ୍ତି। ଆସନ୍ତା…

ଭାରତରେ ୪ କୋଭିଡ୍ ଟିକା ପ୍ରସ୍ତୁତ: ଜାଭଡେକର

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଏବେ ଭାରତରେ ୬ କୋଭିଡ୍ ଟିକାର ମାନବ ପରୀକ୍ଷଣ ଚାଲିଛି। ଭାରତ ବିଶ୍ୱରେ ଏକମାତ୍ର ରାଷ୍ଟ୍ର ଯେଉଁଠି ଟିକାଦାନ ପାଇଁ ୪ଟି କୋଭିଡ୍ ଟିକା ପ୍ରାୟତଃ ପ୍ରସ୍ତୁତ ହୋଇଗଲାଣି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର। ବ୍ରିଟେନ୍ ଫାଇଜର ଓ ଆଷ୍ଟ୍ରାଜେନିକା…

ଏଣିକି ୧୦୦ଟଙ୍କାରେ ଆଣ୍ଟିଜେନ୍ ଟେଷ୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏଣିକି ମାତ୍ର ୧୦୦ ଟଙ୍କାରେ ହେବ ଆଣ୍ଟିଜେନ୍ ଟେଷ୍ଟ। ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଖସିଥିବା ବେଳେ ଶ୍ରଦ୍ଧାଳୁଙ୍କ ଲାଗି ଜାନୁଆରୀ ୩ରୁ ଖୋଲିବ ବିଭିନ୍ନ ଧର୍ମାନୁଷ୍ଠାନ । ଅଧିକାଂଶ ଧର୍ମାନୁଷ୍ଠାନ ବାହାର ଜିଲ୍ଲାର ଶ୍ରଦ୍ଧାଳୁଙ୍କୁ କୋଭିଡ୍ ନେଗେଟିଭ୍…

ଜାନୁଆରୀରୁ ଭାରତରେ ଆରମ୍ଭ ହେବ କୋଭିଡ-୧୯ ଟିକାକରଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାନୁଆରୀ ମାସରେ ଭାରତୀୟମାନଙ୍କୁ କୋଭିଡ-୧୯ ଟିକା ଦିଆଯିବ ବୋଲି ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ କହିଛନ୍ତି। ଏଥିସହିତ ସେ କହିଥିଲେ କି, କୋଭିଡ-୧୯ ଟିକା ଏବଂ ଅନୁସନ୍ଧାନରେ ଭାରତ କୌଣସି ଦେଶଠାରୁ କମ ନୁହେଁ। ଟିକାର…

ଡିସେମ୍ବର ଶେଷ ସୁଦ୍ଧା କୋଭିଡ୍‌-୧୯ ଟିକା ପାଇବ ଭାରତ: ସିରମ୍‌

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଡିସେମ୍ବର ଶେଷ ସୁଦ୍ଧା ଭାରତ ପାଇଁ ୨୦୦ ରୁ ୩୦୦ ନିୟୁତ କୋଭିଡ୍‌-୧୯ ଟିକା ପ୍ରସ୍ତୁତ ସରିଥିବ ଏବଂ ୨୦୨୧ ମାର୍ଚ ସୁଦ୍ଧା ଚୂଡ଼ାନ୍ତ ବା ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଥିବା ଟିକା ମିଳିବ ବୋଲି ବୋଲି ଶନିବାର ଦିନ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌…

ରୁଷ ସାଧାରଣ ଲୋକଙ୍କ ପାଇଁ ଜାରି କଲା ସ୍ପୁଟନିକ୍-ଭି’ ର ପ୍ରଥମ ବ୍ୟାଚ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୁସି ଖବର। ବିଶ୍ବ କରୋନା ସହ ଲଢ଼ିୁଥିବା ବେଳେ ରୁଷ ଆଣିଛି ଆଶ୍ବସ୍ତିକର ଖବର। ରୁଷ ତାର କରୋନା ଭ୍ୟାକସିନ ‘ସ୍ପୁଟନିକ୍-ଭି’ର ପ୍ରଥମ ବ୍ୟାଚ୍ ସାଧାରଣ ଲୋକଙ୍କ ପାଇଁ ଜାରି କରିଛି। ରୁଷ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏହି ସୂଚନା ଦେଇଛନ୍ତି। ସ୍ପୁଟନିକ ଭି ପ୍ରଥମ…

ବିଶ୍ୱରେ କୋରୋନା ଭ୍ୟାକ୍ସିନ ପ୍ରସ୍ତୁତ କଲା ଋଷ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଋଷିଆ ବିଶ୍ୱର ପ୍ରଥମ କରୋନା ଟିକା ବାହାର କରିଛି ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି । ଏଥିସହ ରାଷ୍ଟ୍ରପତି ପୁଟିନଙ୍କ ଝିଅଙ୍କୁ ପ୍ରଥମ ଟିକା ଦିଆଯାଇଥିବା ସୂଚନା ରହିଛି। ଏହି ଟିକାକୁ ଋଷିଆର ପ୍ରତିରକ୍ଷା ମନ୍ତ୍ରାଳୟ ଓ ଗାମେଲିଆ…