ବୟସ୍କମାନଙ୍କୁ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଘଣ୍ଟ ଘୋଡ଼ାଇ ରଖିବା ଜରୁରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମହାମାରୀର ଆତଙ୍କ ଏବେ ବଢ଼ି ଚାଲିଛି। ଭାରତ ଏବଂ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଯେଉଁ ହାରରେ ବଢୁଛି ଜୁଲାଇ ଶେଷ ବେଳକୁ ପରିସ୍ଥିତି କ’ଣ ଥିବ ତାହା ଏବେଠୁ କହି ହେବନି। ଏହାକୁ ଦୃଷ୍ଟିରେ ରଖି ଘରର ବୟସ୍କମାନଙ୍କ ଯତ୍ନ ନେବା ଜରୁରୀ। ବୟସ୍କମାନଙ୍କୁ ଏହି…