କରୋନା ମାଡ; ଏଥର ହେବନି ଜନଗଣନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ମହାମାରୀ ଯୋଗୁ ଚଳିତବର୍ଷ ଜାତୀୟ ଜନସଂଖ୍ୟା ରେଜିଷ୍ଟର(ଏନ୍ପିିଆର)ର ଅପ୍ଡେଟ ଓ ଜନଗଣନା-୨୦୨୧ର ପ୍ରଥମ ପର୍ଯ୍ୟାୟକୁ ସ୍ଥଗିତ କରାଯାଇଛି। ଏଥିପାଇଁ ବର୍ଷେ ଡେରି ହୋଇପାରେ। କରୋନା କବ୍ଜାକୁ ଆସିପାରୁନଥିବାରୁ କେନ୍ଦ୍ର ସରକାରଙ୍କ ତରଫରୁ ଏଭଳି ନିଷ୍ପତ୍ତି…