ସେପ୍ଟେମ୍ବର ଓ ଅକ୍ଟୋବରରେ ତୃତୀୟ ଲହର ଆସିବା ସମ୍ଭାବନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାରେ କରୋନାର ଥିକ୍ ଟେଲ୍ ପରିସ୍ଥିତି । ଭୁବନେଶ୍ବରରେ ବି ଆଗ ଅପେକ୍ଷା କିମିଛି ସଂକ୍ରମଣ । ସେପ୍ଟେମ୍ବର ଓ ଅକ୍ଟୋବରରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି ବୋଲି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଏହି ସମୟରେ ପାର୍ବଣ ଋତୁ ଥିବାରୁ…