Browsing Tag

corona patient

୧୦୩ ନମ୍ବର କରୋନା ପଜିଟିଭଙ୍କ ଟ୍ରାଭେଲ ହିଷ୍ଟ୍ରି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ୧୦୩ ନମ୍ବର କରୋନା ପଜିଟିଭଙ୍କ ଟ୍ରାଭେଲ ହିଷ୍ଟ୍ରି ସରକାରଙ୍କ ତରଫରୁ ଜାରି କରାଯାଇଛି । ୧୦୩ ନମ୍ବର କରୋନା ଆକ୍ରାନ୍ତ ରାଉରକେଲା ନାଲା ରୋଡର ୬୦ ବର୍ଷୀୟ ବ୍ୟକ୍ତି । ମାର୍ଚ୍ଚ ୨୨ ରୁ ଏପ୍ରିଲ ୨୩ ଯାଏଁ ତାଲାବନ୍ଦରେ ଘରେ ଥିଲେ । ଏପ୍ରିଲ ୨୧ ରୁ ୨୩ ତାରିଖ…

୧୦ ଦିନ ପାଇଁ ସିଲ ହେଲା କରୋନା ରୋଗୀ ଯାଇଥିବା କ୍ଲିନିକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ବଡଗଡ଼ ଅଞ୍ଚଳରୁ ଚିହ୍ନଟ ହୋଇଥିବା ପ୍ରଥମ କରୋନା ରୋଗୀ ଚିକିତ୍ସା ପାଇଁ ଯାଇଥିବା କ୍ଲିନିକ ୧୦ ଦିନ ପାଇଁ ସିଲ କରାଯାଇଛି । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସରକାର ଏଭଳି ପଦକ୍ଷପ ଗ୍ରହଣ କରିଛନ୍ତି। ସୂଚନା ଅନୁଯାୟୀ, ରାଜ୍ୟର ପ୍ରଥମ କରୋନା ରୋଗୀ…