Browsing Tag

cooking tips

ଘରର ବାସନ ପୋଡ଼ିଯାଇଥିଲେ ଏହି ଟିପ୍ସ ପ୍ରୟୋଗ କରି ନିଜ ବାସଙ୍କୁ କରନ୍ତୁ ଚିକ ଚିକ

ବେଳେବେଳେ ଅସାବଧାନତା ହେତୁ ରୋଷେଇ ଘରେ ଖାଦ୍ୟ ରାନ୍ଧିବାବେଳେ ବାସନ ପୋଡ଼ିଯାଏ । ଏହା କେବଳ ଆପଣଙ୍କ ଖାଦ୍ୟର ସ୍ୱାଦକୁ ନଷ୍ଟ କରେ ନାହିଁ, ବରଂ ଏହି ଜଳିଯାଇଥିବା ବାସନକୁ ସଫା କରିବା ମଧ୍ୟ କଷ୍ଟକର ହୋଇପଡେ଼ । ଘରର ମହିଳାଙ୍କୁ ଏହି ଜଳିଥିବା ବାସନକୁ ସଫା କରିବା ପାଇଁ କଠିନ ପରିଶ୍ରମ…

ଖାଦ୍ୟକୁ ଅଧିକ ଟେଷ୍ଟି ବନାଇବା ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ

ସୁସ୍ବାଦୁ ଖାଦ୍ୟ ରାନ୍ଧିବା ଏକ ପ୍ରକାର କଳା । ଏହି କାରଣରୁ ରାନ୍ଧନକୁ ପାକ କଳା କୁହାଯାଏ । ଛୋଟ ଛୋଟ ଜିନିଷ ଖାଦ୍ୟର ସମ୍ପୂର୍ଣ୍ଣ ସ୍ୱାଦ ବଦଳାଇଥାଏ । ଅନେକ ଥର ଆମେ ଅଜାଣତରେ ଏପରି ଭୁଲ୍ କରିଥାଉ, ଯେଉଁଥିପାଇଁ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତିରେ କିଛି ଅଭାବ ଥାଏ । ଆଜି ଆମେ ଆପଣଙ୍କୁ ରୋଷେଇ…

ରୋଷେଇ ପରେ ହାତରୁ ଦୁର୍ଗନ୍ଧ ଯାଉନଥିଲେ ଆପଣାନ୍ତୁ ଏହି ଟିପ୍ସ

ରୋଷେଇ ଘରେ ଖାଦ୍ୟରେ ସୁଆଦ ଆଣିବା ପାଇଁ ଲୋକେ ସାଧାରଣତଃ ଗୋଟା ମସଲା ସହ ପିଆଜ, ଅଦା ଓ ରସୁଣର ଛେଚା କିମ୍ବା ବଟା ବ୍ୟବହାର କରିଥାନ୍ତି । କିନ୍ତୁ ଏହାକୁ କାଟିବା ଦ୍ୱାରା ଏହାର ବାସ୍ନା ହାତରେ ରହିଯାଇଥାଏ । ଏହା ଅଧିକ ସମୟ ଧରି ରହିବା ଦ୍ୱାରା ବିରକ୍ତିଭାବ ଉତ୍ପର୍ଣ୍ଣ ହୋଇଥାଏ । କାରଣ…