ଖାଦ୍ୟରେ ଅଧିକ ଲଙ୍କା ପଡ଼ି ଯାଇଛି କି ? ଚିନ୍ତିତ ନକରି ଆପଣାନ୍ତୁ ଏହି ଉପାୟ
ଖାଦ୍ୟରେ ଅଧିକ ଲୁଣ ପଡିଗଲେ ସମ୍ପୂର୍ଣ୍ଣ ଖାଦ୍ୟର ସ୍ୱାଦ ନଷ୍ଟ ହୋଇଯାଏ। ସେହିପରି ତରକାରୀରେ ଅଧିକ ଲଙ୍କା ପଡିଗଲେ ମଧ୍ୟ ତା’ର ସ୍ୱାଦ ପୁରାପୁରି ବିଗିଡିଯାଏ। ଏଭଳି ଖାଦ୍ୟକୁ କେହିବି ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ। ଫଳରେ ଆପଣଙ୍କ ଦ୍ୱାରା କରାଯାଇଥିବା ପରିଶ୍ରମ ବୃଥା ହୋଇଯାଏ।…