କଟକ ନେତାଜୀ ବସ୍ ଟର୍ମିନାଲ ଉଦଘାଟନ ପୂର୍ବରୁ ବିବାଦ
କଟକ ନେତାଜୀ ବସ୍ ଟର୍ମିନାଲ ଉଦଘାଟନ ପୂର୍ବରୁ ବିବାଦ । ବିନା ବିଜ୍ଞାପନରେ କଟକ ମ୍ୟୁନିସିପାଲଟି କମିଶନ ନିଯୁକ୍ତି ଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଏପରିକି ଯେଉଁ ସଂସ୍ଥାକୁ ନିଯୁକ୍ତି ପାଇଁ ଦାୟିତ୍ୱ ଦିଆଯାଇଛି ତାହା ରାଜ୍ୟ ବାହାରର ସଂସ୍ଥା । ତେଣୁ ସ୍ଥାନୀୟ ଲୋକଙ୍କୁ…