ମହିଳାଙ୍କଠାରେ ଯଦି ଏଭଳି ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରଙ୍କ ନିଅନ୍ତୁ ପରାମର୍ଶ, ନହେଲେ…
କହିବାକୁ ଗଲେ ମହିଳାମାନଙ୍କ ସ୍ୱାସ୍ଥ୍ୟ ହେଉଛି ସେମାନଙ୍କ ପ୍ରକୃତ ଟଙ୍କା, ହେଲେ ପ୍ରାୟତଃ ମହିଳାମାନେ ସେମାନଙ୍କର ସ୍ୱସ୍ଥ୍ୟକୁ ଅଣଦେଖା କରନ୍ତି । ଏହାର କାରଣ ହେଉଛି, ସମୟର ଅଭାବ, କାର୍ଯ୍ୟ କିମ୍ବା ଘର ସହିତ ଜଡ଼ିତ କିଛି ଚାପ ଏବଂ ସଚେତନତାର ଅଭାବ । କିନ୍ତୁ ଏହି ଛୋଟ ଛୋଟ ଅଣଦେଖା ପାଇଁ…