କୋଷ୍ଠକାଠିନ୍ୟ ସମସ୍ୟାକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପାୟ
କୋଷ୍ଠକାଠିନ୍ୟ ସମସ୍ୟାକୁ ନେଇ ଅନେକ ଲୋକ ଚିନ୍ତିତ ରୁହନ୍ତି। ମଳତ୍ୟାଗରେ ସେମାନଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ବିଶେଷ କରି ପାଚନ କ୍ରିୟା ଏଥିଯୋଗୁ ପ୍ରଭାବିତ ହୋଇଥାଏ। ଏହା ବ୍ୟତୀତ, ମୁଣ୍ଡବିନ୍ଧା, ପେଟରେ ଗ୍ୟାସ୍ ହେବା, ବାନ୍ତି ଲାଗିବା, ଭୋକ ନ ହେବା ଭଳି ସମସ୍ୟା…