ଆଇଆଇଏମସିରେ ଇମ୍କାର ୧୦ମ ‘କନେକସନ୍-୨୦୨୨’
ଢେଙ୍କାନାଳ, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରତ୍ୟେକ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀ ଜ୍ଞାନ, ବିଜ୍ଞାନ, କୌଶଳ ଆଦି ଅନେକ କଥା ଶିଖିଥାନ୍ତି । ଯାହା ସେମାନଙ୍କୁ ଜୀବନରେ ଆଗକୁ ବଢ଼ିବାରେ ସହାୟକ ହୁଏ । ତା’ର ପ୍ରତିଦାନରେ ସେମାନେ ଅନୁଷ୍ଠାନକୁ କିଛି ଫେରାଇବା ଉଚିତ୍ । ଅନ୍ତତଃ ଅନୁଷ୍ଠାନ…