Browsing Tag

Congress

ମଞ୍ଜୁ ରଥ କଂଗ୍ରେସର ବ୍ରହ୍ମପୁର ମେୟର ପ୍ରାର୍ଥୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ପୌର ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ । ଶେଷ ଦିନରେ ପ୍ରାର୍ଥିପତ୍ର ଦାଖଲ କରିବେ ହେଭିଓ୍ବେଟ୍ । ଆଜି ବିଜେଡି ମେୟର ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ । ବିଜେଡିର ଭୁବନେଶ୍ବର ମେୟର ପ୍ରାର୍ଥୀ ସୁଲୋଚନା ଦାସ, କଟକ ମେୟର ପ୍ରାର୍ଥୀ ସୁବାସ ସିଂ ଓ…

ନୂଆ ବର୍ଷରେ ମହଙ୍ଗା ଭେଟି ଦେଲ ମୋଦୀ : କଂଗ୍ରେସ

ନୂତନ ବର୍ଷରରେ ମୋଦୀ ସରକାରଙ୍କ ତରଫରୁ ଯେଉଁ ଉପହାର ଦିଆଯାଉଛି ତାହା ହେଉଛି – “ମହଙ୍ଗାଇର ମାଡ଼” ବା “ଦରଦାମ ବୃଦ୍ଧିର ମାଡ଼” ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏଆଇସିସିର ବରିଷ୍ଠ ନେତା ତଥା ବିହାର ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଶ୍ରୀ ଅନିଲ ଶର୍ମା…

କଂଗ୍ରେସ ସେବାଦଳ ପକ୍ଷରୁ ସଦ୍‌ଭାବନା ରାଲି

ଭୁବନେଶ୍ୱର: ଦୀର୍ଘଦିନ ପରେ, ପଞ୍ଚାୟତ ଓ ନଗର ପାଳିକା ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟ କଂଗ୍ରେସ ଦଳ ପକ୍ଷରୁ ଏକ ଶୃଙ୍ଖଳିତ ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି କଂଗ୍ରେସ, ସେବାଦଳର ୯୮ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ବିରାଟ ସଦ୍ଭାବନା…

ମୁଖ୍ୟମନ୍ତ୍ରୀଙ୍କ ଆଚରଣ ପାଇଁ ଓଡ଼ିଶାବାସୀ ଲଜ୍ଜିତ : ମନୋଜ ମହାପାତ୍ର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ କାର୍ଡ ବାଂଟିବାକୁ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି । ବିଧାନସଭା ବାଟଦେଇ ହକି ଟ୍ରଫି ଦେବାପାଇଁ କଳିଙ୍ଗ ଷ୍ଟାଡିୟମ ଯାଉଛନ୍ତି । ରାଜ୍ୟର ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା ପାଇଁ ବିଧାନସଭା ନ ନଆସି କରୋନାର ଆଳ ଦେଖାଇ ନବୀନ ନିବାସରେ ଲୁଚିଛନ୍ତି…

ମୁଖା ଖୋଲିଯିବା ଭୟରେ ତଦନ୍ତ ରିପୋର୍ଟକୁ ଚାପିଛନ୍ତି – କଂଗ୍ରେସ

ଭୁବନେଶ୍ୱର : ଆଜିକୁ ୧୦ ବର୍ଷତଳେ ଅର୍ଥାତ ୨୯ ନଭେମ୍ବର ୨୦୧୧ରେ ପିପିଲି ଥାନା ଅନ୍ତର୍ଗତ ଅର୍ଜ୍ଜୁନଗୋଦା ଗ୍ରାମର ଦଳିତ ଝିଅ ବେବିନା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଏହି ବହୁ ଚର୍ଚ୍ଚିତ ତଥା ନିନ୍ଦିତ ଘଟଣାକୁ ୧୦ ବର୍ଷ ବିତିଯାଇଥିଲେ ବି ନା ଅପରାଧିମାନେ ଦଣ୍ଡ ପାଇଛନ୍ତି ନା ସରକାର…

ଅଭିଯୁକ୍ତ ଓ ତାଙ୍କ ସୁରକ୍ଷାଦାତାଙ୍କ ପଲିଗ୍ରାଫ ଟେଷ୍ଟ ହେଲେ ତଥ୍ୟ ବି ମିଳିବ ପ୍ରମାଣ ବି ମିଳିବ : କଂଗ୍ରେସ

ଭୁବନେଶ୍ୱର: ମମିତା ହତ୍ୟାକାଣ୍ଡ ଘଟଣାରେ ବିରୋଧିଙ୍କୁ ପ୍ରମାଣ ମଗାଯାଉଛି । ଗୋବିନ୍ଦ ସାହୁ, ଗୃହମନ୍ତ୍ରୀ ଓ ତାଙ୍କର ସହଯୋଗୀ, ଉଭୟ ଜିଲ୍ଲାର ଏସ୍‌ପି, ଡିଆଜି ସହ ବିଜେଡ଼ି ସାଂଗଠନିକ ସଂପାଦକଙ୍କ ପଲିଗ୍ରାଫ ଟେଷ୍ଟ କରାଗଲେ ତଥ୍ୟ ସହ ପ୍ରମାଣ ମଧ୍ୟ ମଳିପାରିବ । ତେଣୁ ଏମାନଙ୍କ କଲ ଡିଟେଲ ସହ…

ମମିତାଙ୍କୁ ନ୍ୟାୟ ଦାବିରେ ସାରା ରାଜ୍ୟରେ କଂଗ୍ରେସର ବନ୍ଦ ପାଳନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ୬ ଘଣ୍ଟିଆ ହରତାଳ କରୁଛି କଂଗ୍ରେସ। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା ସହିତ ରାଜ୍ୟରେ ନାରୀ ସୁରକ୍ଷାକୁ ନେଇ କଂଗ୍ରେସ ଏଭଳ ଧର୍ମଘଟର ଡାକରା ଦେଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କଂଗ୍ରେସ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଧର୍ମଘଟ ପାଳନ…

ବିଜେପି ଇସାରାରେ ନାଚୁଛି ଓଡ଼ିଶା କଂଗ୍ରେସ’: ବିଜେଡି

କୋଭିଡ୍ ମହାମାରୀ ପାଇଁ ଗତ ଦେଢ଼ବର୍ଷ ହେଲା ସାଢ଼େ ଚାରି କୋଟି ଓଡ଼ିଆଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିଲା । ଏବେ ଜୀବନ ଜୀବିକାରେ ସୁଧାର ଆସୁଥିବା ବେଳେ ଓଡ଼ିଶା କଂଗ୍ରେସ ବନ୍ଦ ଡାକରା ଦେଇଛି । ଓଡ଼ିଶା କଂଗ୍ରେସ ଆସନ୍ତାକାଲି ଦେଇଥିବା ବନ୍ଦ ଡାକରା ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ…

ମମିତା ମେହେର କୁ ନ୍ୟାୟ ଦାବି ରେ ଛାତ୍ର କଂଗ୍ରେସ ର ନବୀନ ନିବାସ ଘେରଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ମୃତ୍ୟୁ ଘଟଣାରେ ରାଜ୍ୟରେ ବିରୋଧୀ ଦଳ ଓ ଗଣମାଧ୍ୟମରେ ଉଦବେଗ ପ୍ରକାଶ ପାଇବା ପରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୋଲିସ ଗିରଫ କରିଛି।। ତେବେ ଏପର୍ଯ୍ୟନ୍ତ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ପୋଲିସ ତଦନ୍ତ…

ବିଜେଡିରେ ମିଶିବେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୁବ୍‌ଶୀଘ୍ର ବିଜେଡିରେ ମିଶିବେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ସପ୍ତାହକ ମଧ୍ୟରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦେବେ । ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ସେ ବିଜେଡିରେ ସାମିଲ ହେବେ ବୋଲି ବୋଲି ପ୍ରଦୀପ ମାଝୀ କହିଛନ୍ତି । ରବିବାର…