Browsing Tag

Congress will make crores of lakhspati when it comes: Rahul Gandhi

କଂଗ୍ରେସ ଆସିଲେ କୋଟିଏ ଲକ୍ଷପତି ତିଆରି କରିବ: ରାହୁଲ ଗାନ୍ଧି

ବଲାଙ୍ଗିରରେ କଂଗ୍ରେସ ନେତା ରାହୁଲ ଗାନ୍ଧି । ବଲାଙ୍ଗିରରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ ଯୋଗଦେଲେ ରାହୁଲ । କୋଶଳ କଳା ମଣ୍ଡଳ ପଡିଆରେ ଉପସ୍ଥିତ ଜନତାଙ୍କୁ ରାହୁଲ ସମ୍ବୋଧିତ କରିଛନ୍ତି । ରାହୁଲ କହିଛନ୍ତି, ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ । ଦୁନିଆର କୌଣସି…