ମହାପ୍ରଭୂ ଜଗନ୍ନାଥଙ୍କ ନାଁ ନେଇ ଲୋକଙ୍କୁ ଭୋଟ ମାଗୁଛନ୍ତି,ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ତ୍ରିସ୍ତରୀୟ ପଂଚାୟତକୁ ନେଇ ରାଜନୈତିକ ପାଣିପାଗ ସରଗରମ ହୋଇଛି । ସମସ୍ତ ରାଜନୈତିକ ଦଳ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ପ୍ରଚାର କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ମହାପ୍ରଭୂ ଜଗନ୍ନାଥଙ୍କ ନାଁ ନେଇ…