ନୂଆବର୍ଷରେ ନିରଞ୍ଜନ କରିବେ ସିରଛେଦନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀକାନ୍ତ ଜେନାଙ୍କ ନୂଆବର୍ଷ ପାଣିଚିଆ ହେବାକୁ ଯାଉଛି । ସାଧାରଣ ନିର୍ବାଚନ ଆଉ ଚାରିମାସ ଥିବାବେଳେ ଶ୍ରୀକାନ୍ତଙ୍କ ଭବିଷ୍ୟତ ଅନିଶ୍ଚିତା ଆଡ଼କୁ ଗତି କରୁଥିବା ଜଣାପଡିଛି । କାରଣ ଠିକ ନୂଆ ବର୍ଷ ଦିନ ବା ତା ପୂର୍ବ ରାତିରେ ତାଙ୍କୁ କଂଗ୍ରେସ ରୁ ବହିଷ୍କାର କରାଯିବ…