Browsing Tag

Congress leader

ରାହୁଲ ଗାନ୍ଧୀ ଆଜି ପୁଣି ‘ଇଡି’ରେ ହାଜର ହେବେ

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ । ଇଡିର ଅଧିକାରୀମାନେ ପୁଣି ଥରେ ପଚରାଉଚରା କରିବେ । ୩୦ ଘଣ୍ଟା ଧରି ପଚାରଉଚରା କରିଥିବା ବେଳେ ସନ୍ତୋଷ ଲାଭ କରିପାରି ନଥିବାରୁ ଆଜି ପୁଣି ଥରେ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଣ୍ଡିତ ସୁଖ ରାମଙ୍କ ପରଲୋକ

ନୂଆଦିଲ୍ଳୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପଣ୍ଡିତ ସୁଖ ରାମଙ୍କ ପରଲୋକ ହୋଇଛି । ୯୪ ବର୍ଷ ବୟସରେ ନୂଆଦିଲ୍ଲୀର ଏମସ ଡାକ୍ତରଖାନାରେ ସୁଖ ରାମଙ୍କ ବିୟୋଗ ହୋଇଥିବା ସୂଚନା ମଳିଛି । ବର୍ଦ୍ଧକ୍ୟ ଜନିତ କାରଣରୁ ସେ ବହୁଦିନ ଧରି ଅସୁସ୍ଥ ଥିଲେ । ତାଙ୍କୁ ଗତ ୭…

ଗିରଫ ହେଲେ ପି. ଚିଦାମ୍ବରମ, ଜାରି ହୋଇଥିଲା ଲୁକ ଆଉଟ ନୋଟିସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗିରଫ ହେଲେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପି.ଚିଦାମ୍ବରମ । ଆସନ୍ତାକାଲି ସିବିଆଇ କୋଟରେ ହାଜିର ହେବେ ପି.ଚିଦାମ୍ବରମ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାରି କରିଥିଲା ଲୁକ ଆଉଟ ନୋଟିସ । ଦିଲ୍ଲୀ ହାଇକୋଟ ଜାମିନ ନାମଞ୍ଜୁର କରିବା ପରେ ସେ…

ଇଭିଏମ୍‌ ହ୍ୟାକ୍‌ କରି ଅଧିକ ଭୋଟ ହାତେଇଛି ବିଜେପି : ଜର୍ଜ ତିର୍କୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନ ସରି ଫଳାଫଳ ବାହାରିବା ପରେ ବିଜେପି ସାରାଦେଶରେ ସଂଖ୍ୟଗରିଷ୍ଠତା ହାସଲ କରି ସରକାର ଗଢ଼ିଛି । ଗତ ୩୦ ତାରିଖରୁ କେନ୍ଦ୍ରରେ ବିଜେପି ଦ୍ୱିତୀୟ ଥର ଲାଗି ସରକାର ଗଢ଼ି ସାରିଥିବା ବେଳେ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି କଂଗ୍ରେସ…

ନିର୍ବାଚନୀ ଇସ୍ତାହାରକୁ ନେଇ ଏଆଇସିସି ନେତ୍ରୀଙ୍କ ଖବରଦାତା ସମ୍ମିଳନୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ ପାଇଁ ଇତିମଧ୍ୟରେ ଏଆଇସିସିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଥିବା ବେଳେ ଆଜି ଏ ନେଇ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ଏଆଇସିସି ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ଯୋଗଦେଇଥିଲେ ।…

ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିଜେପି, କଂଗ୍ରେସ ମୁହାଁମୁହିଁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଲ୍‌ଓ୍ବାମା ଆକ୍ରମଣ ପରେ ପାକିସ୍ତାନ ଭିତରେ ପଶି ଭାରତୀୟ ବାୟୁସେନା ଆକ୍ରମଣ କରିବା ଭୁଲ୍‌ ନିଷ୍ପତ୍ତିି ଥିଲା ବୋଲି କଂଗ୍ରେସ ନେତା ସାମ୍‌ ପିଟ୍ରୋଡା ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ବିବାଦ । ଏ ନେଇ କଂଗ୍ରେସ ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ…

ଆଇଏନ୍‌ଏକ୍ସ ମିଡିଆ ମାମଲା, ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଇଡିର ଜେରା

ଓଡ଼ିଶାଫାଷ୍ଟ(ବ୍ୟୁରୋ): ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ ବୁଧବାର ପୂର୍ବାହ୍ନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଥିଲେ । ଏହାପରେ ତାଙ୍କୁ ବନ୍ଦ ଘରେ ଜେରା କରାଯାଉଛି। । ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କୁ…

ଶିଖ୍-ବିରୋଧୀ ଦଙ୍ଗା ମାମଲାରେ କଂଗ୍ରେସ ନେତାଙ୍କୁ ଆଜୀବନ ଜେଲଦଣ୍ଡାଦେଶ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୯୮୪ ଶିଖ୍-ବିରୋଧୀ ଦଙ୍ଗା ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ଏହାସହ ଦିଲ୍ଲୀ ହାଇକୋର୍ଟ ସଜ୍ଜନ କୁମାରଙ୍କୁ ଆଜୀବନ ଜେଲଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁଯାୟୀ, ପୂର୍ବରୁ ୧୯୮୪…