ମିଶନ ଶକ୍ତି ଶ୍ରେୟ ନେବାକୁ ବିଜେପି,କଂଗ୍ରେସ କଳି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମିଶନ ଶକ୍ତି ଅଧୀନରେ ଭାରତ ୩୦୦ କିମି ଦୂରରେ ଥିବା ସ୍ୟାଟେଲାଇଟକୁ ନଷ୍ଟ କରିବାରେ ସଫଳ ହୋଇଛି । ମାତ୍ର ୩ ମିନିଟ ମଧ୍ୟରେ ଏଭଳି ଶକ୍ତିଶାଳୀ ଅପରେସନ କରାଯାଇଛି । ଏଭଳି କ୍ଷମତା ହାସଲ କରିବାରେ ଆମେରିକା, ରୁଷ୍ ଓ ଚୀନ୍ ପରେ ଭାରତ ବିଶ୍ୱର ୪ର୍ଥ ରାଷ୍ଟ୍ର ।…