ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୦ ତାରିଖରେ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଗାତାର ଭାବେ ବଢି ଚାଲିଥିବା ତୈଳ ଦର ସାଧାରଣ ଜନତାଙ୍କ ଚିନ୍ତା ବଢାଇଦେଇଛି । ତେଣୁ ଦେଶରେ ବଢ଼ି ଚାଲିଥିବା ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୦ ତାରିଖରେ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି।
ସୂଚନ ଅନୁଯାୟୀ, କଂଗ୍ରେସ ନେତାମାନେ ତୈଳ ଦର…