Browsing Tag

Congress bhaybhita

ଭକ୍ତଙ୍କ ସତ୍ୟ ଜାଣି କଂଗ୍ରେସ ଭୟଭୀତ: ବିଜେଡି

ଭୁବନେଶ୍ୱର: ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଦ୍ୱାରା କଂଗ୍ରେସ ନେତା ଶ୍ରୀ ଭକ୍ତ ଚରଣ ଦାସଙ୍କ ବିଷୟରେ ସତ୍ୟାସତ୍ୟ ପଦାକୁ ଆସିବା ପରେ ଓଡିଶା କଂଗ୍ରେସ ଭୟଭୀତ ଓ ଚିନ୍ତିତ ହୋଇପଡ଼ିଛି । ଆଜି ପୁଣିଥରେ ଓଡିଶା କଂଗ୍ରେସ ବିନା ପ୍ରମାଣରେ ଭିତ୍ତିହୀନ ଓ କୁତ୍ସିତ ଅଭିଯୋଗ ଉଠାଇଛି…