ମହିଳାଙ୍କୁ ଟିକେଟ ଦେବାକୁ ପ୍ରତିଯୋଗିତା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମମତାଙ୍କ ପରେ ବିଜେଡି, କଂଗ୍ରେସ, ବିଜେପି ଉପରେ ସମସ୍ତଙ୍କ ନଜର । ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତାଙ୍କ ଦଳର ପ୍ରାଥମିକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି । ଏଥିରେ ୪୧ ପ୍ରତିଶତ ମହିଳାଙ୍କୁ ସ୍ଥାନ ଦିଆଯାଇଛି…