ହୋଲି ପୂର୍ବରୁ ରଙ୍ଗ ଦୋକାନରେ କମିଶନରେଟ୍ ପୋଲିସ୍ର ଚଢାଉ
ଭୁବନେଶ୍ୱର : ରାତି ପାହିଲେ ରଙ୍ଗର ପର୍ବ ହୋଲି । ରାଜଧାନୀ ଭୁବନେଶ୍ୱରରେ ମାସେ ପୂର୍ବରୁ ଖୋଲିଛି ରଙ୍ଗ ଦୋକାନ । ସରକାର ବଜାରରେ ରାସାୟନିକ ରଙ୍ଗ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କିନ୍ତୁ ଦୋକାନ ଗୁଡିକରେ ରାସାୟନିକ ରଙ୍ଗ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି । ଏଭଳି କିଛି ଅଭିଯୋଗ ପରେ…