Browsing Tag

Commissionerate Police.

ଘୋର ଷଡଯନ୍ତ୍ର, ପାରଦା ପଛର ନାୟକ କିଏ ?

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ବଦଳିକୁ ନେଇ ବଦନାମ କରି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ କରାଯାଉଛି ଷଡ଼ଯନ୍ତ୍ର । କିଛି ଡିଜିଟାଲ ମିଡ଼ିଆରେ ଡିଜିଙ୍କ ବିରୋଧରେ ଖବର ପ୍ରକାଶ କରାଯାଇଛି । ସ୍ୱଚ୍ଛ ଓ…

ବଦଳିବେ କି କନଷ୍ଟେବଳ ଓ ହାବିଲଦାର ?

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବଚନ କମିଶନଙ୍କ ନିୟମ ଅନୁଯାୟୀ ପୋଲିସ ମହଲରେ ବଦଳି ପକ୍ରିୟା ଜୋରଦାର ଚାଲିଛି । ଏସପିଙ୍କ ଠାରୁ ଆରମ୍ଭ କରି ଏଏସଆଇ ପର୍ଯ୍ୟନ୍ତ ସବୁସ୍ତରରେ ବଦଳି କରାଯାଉଛି । ଏପରି କି କୌଣସି ଅଫିସରଙ୍କୁ ଅଫିସରେ ମଧ୍ୟ ରଖାଯାଇ ନାହିଁ । ହେଲେ କମିଶନରେଟରେ କାର୍ଯ୍ୟରତ…

ପରିବାର କୁ ନେଇ ଚିନ୍ତାରେ ପୋଲିସ ଅଧକାରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ପୋଲିସ ଅଧିକାରୀ ସ୍ପେଶାଲ ସ୍କ୍ୱାର୍ଡ ଏସିପି ସଞ୍ଜୀବ ଶତପଥୀ ଙ୍କ ପୁଅର ଦୁର୍ଘଟଣା ବଶତଃ ମୃତ୍ୟୁ ପରେ ସମସ୍ତ ପୋଲିସ ଅଧିକାରୀ ଏକପ୍ରକାର ସ୍ତବ୍ଧ ହୋଇପଡିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯେତେ ବୁଝାଇଲେ ମଧ୍ୟ ମନ ବୁଝୁନାହିଁ । କାରଣ ପରିବାର ପ୍ରତି…

ଦଶହରା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି, ଭୁବନେଶ୍ୱରରେ ୩୨ ଓ କଟକରେ ୪୦ ପ୍ଲାଟୁନ ଫୋର୍ସ, ୨୪ ଘଣ୍ଟା ବୁଲିବ…

ଓଡିଶା ଫାଷ୍ଟ(ବ୍ୟୁରୋ): ଶାରାଦୀୟ ଦୁର୍ଗାପୂଜାକୁ ନେଇ ଭୁବନେଶ୍ୱର ଓ କଟକ ଚଳଚଞ୍ଚଳ ହୋଇଉଠିଛି । ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ପୂଜାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ଟ୍ରାଫିକ…

ନୂଆ କ୍ୟୁଏଟି ଟିମର ଦାୟିତ୍ବ ନେବେ ଅନୁପ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାଙ୍ଗିଯାଇଥିବା କୁଇକ ଆକ୍ସନ ଟିମ ପୁନର୍ବାର ଗଠନ ହେବାକୁ ଯାଉଛି ।ନୂତନ କମିଶନର ସତ୍ୟଜିତ ମହାନ୍ତି ଙ୍କ ଦ୍ଵାରା ଏହି ଟିମ ଗଠନ ହେବାକୁ ଯାଉଛି ଏବଂ ଏହି ଟିମର ଦାୟିତ୍ବ ଜଣେ ଦକ୍ଷ ଏସିପିଙ୍କୁ ଦିଆଯିବ ବୋଲି ଶୁଣିବାକୁ ମିଳୁଛି । ପୂର୍ବରୁ ସୂଚାରୁ ରୂପେ ଦାୟିତ୍ବ…

କିଏ କହୁଛି ସତ? ପୋଲିସ ନା ଡାନ୍ସ ବାର୍ ସଂଘ

ଓଡିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ର ବାର ଗୁଡିକ ରେ ଲଗାତାର କମିଶନରେଟ୍ ପୋଲିସ ର ଚଢ଼ାଉ ବାର ମାଲିକଙ୍କ ଚିନ୍ତା ବଢ଼ାଇ ଦେଇଛି । ସେଥିପାଇଁ ରାଜଧାନୀର ଡାନ୍ସ ବାର୍ ସଂଘ କମିଶନରେଟ୍ ପୋଲିସ ବିରୋଧରେ ଅଭିଯୋଗ କରି କହିଛନ୍ତି କି ପୋଲିସ ଜାଣିଶୁଣି ସେମାନଙ୍କୁ ହଇରାଣ କରୁଛି । ସୂଚନା…

ବିଚ ରାସ୍ତାରେ ପୋଲିସ କୁ ପିଟିଲେ ଯୁବତୀ, ମାମଲା ରଜ୍ଜୁ, ତଦନ୍ତ ଆରମ୍ଭ

https://youtu.be/WfjIhmUyM6Y ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛିଦିନ ତଳେ ଭୁବନେଶ୍ୱର ର ହାର୍ଟ କୁହାଯାଉଥିବା ଏଜି ଛକ ରେ ଏଡ଼ିଜି ଙ୍କ ଝିଅ ର କାର୍ଯ୍ୟରତ ମହିଳା କନେଷ୍ଟବଳ ଙ୍କୁ କରିଥିବା ଦୁର୍ବ୍ୟବହାର ଓ ଧମକ ଲୋକଙ୍କ ମନରୁ ନଲିଭୁଣୁ କାଲି ରାତିରେ ରମାଦେବୀ ବିଶ୍ୱବିଦ୍ୟାଳୟ ସମ୍ମୁଖରେ…

ଡ଼୍ୟାନ୍ସ ବାର ଝିଅ ପାଇଁ ପୋଲିସ ଘଣ୍ଟାଏ ନାକେଦମ

https://youtu.be/EagTJGhKSok ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ରବିବାର ରାତି ପ୍ରାୟ ୧୨:୩୦ କଟକ ରୋଡ଼ ସ୍ଥିତ ପାନଟାଗନ ଡ୍ୟାନ୍ସ ବାର ସମ୍ମୁଖରେ ହାତରେ ବ୍ୟାଗ ଧରି ଦୌଡୁଥିଲେ ଜଣେ ଯୁବକ ଓ ଜଣେ ଯୁବତୀ । ସେମାନଙ୍କ ପଛରେ ଆଉଜଣେ ବ୍ୟକ୍ତି ସେମାନଙ୍କୁ ଅଟକାଇବା ପାଇଁ ଦୌଡୁ ଥିବା…

ମହଙ୍ଗା ପଡିଲା ଚାକିରୀ ନେଇଯିବା ଧମକ ଏଡିଜି ଝିଅ ବିରୋଧରେ ମାମଲା

https://youtu.be/OC9ot0M2jv8 ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷରେ ମହଙ୍ଗା ପଡିଲା କାର୍ଯ୍ୟରତ ଟ୍ରାଫିକ ମହିଳା କନେଷ୍ଟବଳ ଙ୍କୁ ଆଡିସିନାଲ ଡିଜି ପ୍ରାଣବନ୍ଧୁ ଆଚାର୍ଯ୍ୟ ଙ୍କ ଝିଅ ର ଦୁର୍ବ୍ୟବହାର ଓ ଚାକିରୀ ନେଇଯିବା ଧମକ । ନ୍ୟୁଜ ପ୍ରଭାବରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ…

ଏଜି ଛକ ରେ ଏଡିଜି ଙ୍କ ଝିଅ ଙ୍କ ଉନ୍ମକ୍ତ କାଣ୍ଡ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବରୁ ପୋଲିସ ର ଦବଙ୍ଗ ଗିରି ଦେଖିବାକୁ ମିଳୁଥିଲା । ଏବେ କିନ୍ତୁ ଦେଖିବାକୁ ମିଳୁଛି ଟିକେ ଭିନ୍ନ ଚିତ୍ର , ସେମାନଙ୍କ ପରିବାର ଲୋକଙ୍କ ଦାଦାଗିରି । ଏଭଳି ଘଟଣା ରାଜଧାନୀର ମେରୁଦଣ୍ଡ କୁହାଯାଉଥିବା ଏଜି ଛକ ରେ ଦେଖିବାକୁ ମିଳିଛି । ଆଡିସିନାଲ ଡିଜି…