ଦୃଷ୍ଟିହୀନ ଦମ୍ପତିଙ୍କ ରୋଗଗ୍ରସ୍ତ ଶିଶୁକନ୍ୟାକୁ ସାହାଯ୍ୟର ହାତ ବଢ଼ାଇଲା କମିଶନରେଟ ପୋଲିସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାଗ୍ୟର ବିଡ଼ାମ୍ବନା କୁହାଯାଇପାରେ କିମ୍ବା ନିୟତିର ନିର୍ଦ୍ଦେଶ । ଦୃଷ୍ଟିହୀନ ଦମ୍ପତିଙ୍କ ଠାରୁ ଜନ୍ମ ଗ୍ରହଣ କରିଥିବା ଶିଶୁ ବି ଦୃଷ୍ଟିହୀନ ହେବା ସହ ବର୍ତ୍ତମାନ ଚକ୍ଷୁ କର୍କଟ ରୋଗରେ ପୀଡ଼ିତ । ଏ ହେଉଛି ଭୁବନେଶ୍ୱରରେ ରହୁଥିବା ଦୃଷ୍ଟିହୀନ ଦମ୍ପତି ଅଶୋକ ନାୟକ ଓ…