Browsing Tag

Commissionerate Police.

ପଦୋନ୍ନତି ପରେ ବି ପୂର୍ବ ପଦବୀର ମୋହ ଛାଡ଼ୁନି କମିଶନରେଟ ପୋଲିସର ଜଣେ ଅଫିସର ଙ୍କର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କମିଶନରେଟ ପୋଲିସର ଅନେକ ଅଫିସରଙ୍କ କାର୍ଯ୍ୟକଳାପକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଛି । ଏଇ କିଛିଦିନ ହେବ କମିଶନରେଟ ପୋଲିସ ରେ କାର୍ଯ୍ୟରତ ଜଣେ ଅତିରିକ୍ତ ଡିସିପି ପଦୋନ୍ନତି ପାଇ ଏସପି ପଦକୁ ଉତ୍ତୀର୍ଣ୍ଣ ହୋଇଛନ୍ତି, ହେଲେ ପୁରୁଣା ପଦବୀ କୁ ଛାଡୁ ନାହଁନ୍ତି।…

କମିଶନରେଟ ପୋଲିସ ବଢାଇଲା ସହାୟତାର ହାତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସରକାର ଲକ ଡାଉନ ନିୟମ କୋହଳ କରିବା ପରେ ଟ୍ରେନ ସେବା ଆରମ୍ଭ କରାଯାଇଛି । ଆଜି କିଛି ବନରସର ବାସିନ୍ଦା ଭୁବନେଶ୍ୱରରୁ ନିଜ ଘରକୁ ଫେରିବାକୁ ଷ୍ଟେସନ ଅଭିମୁଖେ ଯାତ୍ରା କରୁଥିଲେ । ଏହା ଦେଖି କିଛି ସ୍ଥାନୀୟ ଲୋକ ଲକ୍ଷ୍ମୀସାଗର ପୋଲିସକୁ ସୂଚନା ଦେଇଥିଲେ ।…

ପୋଲିସ ଏନକାଉଣ୍ଟରରେ ଘାଇଲା ହେଲା ଜିତୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୁଖ୍ୟାତ ଅପରାଧୀ ଅଜୟ ସାହୁ ଓରଫ ଜିତୁ ପୋଲିସ ଏନକାଉଣ୍ଟର ର ଶିକାର ହୋଇଛି । ଅନେକ ଦିନ ହେଲା ପୋଲିସ ଟାର୍ଗେଟ ରେ ଥିଲା ଜିତୁ । ଏହି ଏନକାଉଣ୍ଟରରେ ଜିତୁର ଡାହାଣ ଗୋଡରେ ଗୁଳି ବାଜିଛି । ସେ କଟକ ବଡମେଡିକାଲରେ ଚିକିତ୍ସିତ ହେଉଛି । ପୋଲିସ ଜିତୁ ନିକଟରୁ ବନ୍ଧୁକ,…

ମିଳିଲା ଅନୁମତି, ରାଜଧାନୀ ବାରରେ ନାଚିବେ ବାରଗାର୍ଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀ ୭ଟି ଡ୍ୟାନ୍ସ ବାରରେ ବାରଗାର୍ଲ ନାଚିବାକୁ ମିଳିଲା ଅନୁମତି । ଏହି ଅନୁମତି ପାଇଁ କିଛି ନିୟମ ଲାଗୁ କରାଯାଇଛି । ବାରଗାର୍ଲ ସଙ୍ଗୀତ ଓ ନୃତ୍ୟ ପରିବେଷଣ ପାଇଁ ମିଳିଛି ଅନୁମତି । ସୂଚନା ଅନୁଯାୟୀ, ବାରଗାର୍ଲ ନାଚିବାକୁ ହେଲେ ଡ୍ୟାନ୍ସ ବାର ଗୁଡିକୁ…

ପୋଲିସ କବ୍ଜାରେ ରାଜଧାନୀର ଯୌନ ପିପାସୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୋଲିସ କବ୍ଜାରେ ରାଜଧାନୀର ଯୌନ ପିପାସୁ । ଗତକାଲି ସନ୍ଧ୍ୟାରେ ପୋଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରିଛି । ବର୍ତ୍ତମାନ ଅଭିଯୁକ୍ତର ନାଁ ପ୍ରକାଶ କରିବାକୁ ମନାକରିଛି ପୋଲିସ । ପୋଲିସ କହିବା ମୁତାବକ, ଅଭିଯୁକ୍ତକୁ ପିଡ଼ିତା ଚିହ୍ନଟ କରିବା ପରେ ଅଭିଯୁକ୍ତର ନାଁ…

ଏଥର ଡ୍ରୋନ କ୍ୟାମେରା ଜଗିବ ଭୁବନେଶ୍ୱର ଟ୍ରାଫିକ, ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଛକ ଯାଏଁ ‘ ନୋ ଓଭରଟେକିଂ ’ ଜୋନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବେପରୁଆ ଗାଡି ଚାଳକଙ୍କ ପାଇଁ ସତର୍କ ଘଣ୍ଟି । ଏଥର ତାଙ୍କ ଉପରେ ନଜର ରଖିବା ପାଇଁ ରାଜଧାନୀରେ ବୁଲିବ ଡ୍ରୋନ କ୍ୟାମେରା । ସେହିପରି ଭୁବନେଶ୍ୱରରେ ରବୀନ୍ଦ୍ର ମଣ୍ଡପଠାରୁ ଏୟାରପୋର୍ଟ ଛକ ଯାଏଁ ‘ନୋ ଓଭରଟେକିଂ’ ଜୋନ ଭାବେ ଘୋଷଣା କରାଯାଇଛି । ଏହିପରି ଏକ ଶକ୍ତ…

ଇଞ୍ଜିନିୟରିଂ ଛାତ୍ରକୁ ପ୍ରେମ କରିବା ପଡିଲା ମହଙ୍ଗା, ଲୁଟିନେଲେ ସୁନା ଗହଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଇଞ୍ଜିନିୟରିଂ ଛାତ୍ରକୁ ପ୍ରେମ କରିବା ପଡିଲା ମହଙ୍ଗା, ଅଶ୍ଲୀଳ ଭିଡିଓ ଭାଇରାଲ କରିବା ଧମକ ଦେଇ ଲୁଟିନେଲେ ଟଙ୍କା ଓ ସୁନା ଗହଣା । ଏଭଳି ଏକ ଘଟଣାରେ ଦେବୀ ପ୍ରସାଦ ପତି ନାମକ ଜଣେ ଇଞ୍ଜିନିୟରିଂ ଛାତ୍ରକୁ ଗିରଫ କମିଶନରେଟ ପୁଲିସ । ସୂଚନା ଅନୁଯାୟୀ, ଦେବୀ…

ଦୁଇ ଦିନରେ ୫ ଏନକାଉଣ୍ଟର, ଅପରାଧୀଙ୍କୁ ଦମନ କରିବାକୁ ଆରମ୍ଭ ହେଲା ପଦକ୍ଷେପ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଗାତାର ଦୁଇ ଦିନରେ ପୋଲିସ କରିଛି ୫ଟି ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ରବି ରାଓକୁ ଆଜି ପ୍ରାୟ ରାତି ୯ଟାରେ ପୋଲିସ ଭରତପୁର ଜିଏ ପ୍ଲଟ ପାଖରେ ଏନକାଉଣ୍ଟର କରିଛି । ରବି ରାଓ ପୋଲିସକୁ ଦେଖି ପ୍ରଥମେ ୪ ରୁ ୫ ରାଉଣ୍ଡ ଗୁଳିଚଳନା ଆରମ୍ଭ କରିଦେଇଥିଲା । ପୋଲିସ ପାଲଟା…

କୁଖ୍ୟାତ ଅପରାଧୀଙ୍କ ଦମନ ପାଇଁ ଦୁଇଟି ଏନକାଉଣ୍ଟର କଲା କମିଶନରେଟ ପୁଲିସ, ପୋଡା ଓ ବିବେକ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ କିଛିଦିନ ହେବ କମିଶନରେଟ ପୁଲିସର ନିଦାହଜାଇ ଦେଇଥିଲେ ଅପରାଧୀ । ପୋଲିସକୁ ଚ୍ୟାଲେଞ୍ଜ କରି ଘଟାଇ ଚାଲିଥଲେ ଅପରାଧ । ଯାହାକୁ ନେଇ ଅନେକ ନିନ୍ଦା ଶୁଣିବାକୁ ପଡିଥଲା ପୋଲିସକୁ । ଏହି ନିନ୍ଦାରୁ ମୁକୁଳିବାକୁ ଆକ୍ସନ ମୁଡ଼ରେ କମିଶନରେଟ ପୁଲିସ । ଆଜି ଭୋର ସମୟରେ…

କନେଷ୍ଟବଲ ଓ ହାବିଲଦାର ମାନୁନାହାନ୍ତି ବଦଳି ନିର୍ଦ୍ଦେଶକୁ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସରେ ଉପରୁ ତଳ ଯାଏଁ କର୍ମଚାରୀଙ୍କୁ ବଦଳି କରାଯାଇଛି । ଏସିପି, ଇନ୍ସପେକ୍ଟର ଓ ଏସଆଇ ସମସ୍ତେ ରିଲିଭ ହୋଇ ବଦଳି ସ୍ଥାନରେ ଯୋଗ ଦେଇ ସାରିଲେଣି । ହେଲେ ଏଏସଆଇ, ହାବିଲଦାର ଓ କନେଷ୍ଟବଲ ପୋଲିସ କମିଶନରେଟର ବଦଳି…